Uncategorized

ଦେଶରେ କରୋନା ମୃତ୍ୟୁ ୭୧୮ ଛୁଇଁଲା

ନୂଆଦିଲ୍ଲୀ: ଦେଶରେ ୨୩୦୭୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭୧୮ ଜଣଙ୍କ ମୃତ୍ୟୁ ହୋଇଛି ଓ ୪୭୪୮ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଆଜି ସକାଳ ୮ଟା ସୁଦ୍ଧା ଏହି ସୂଚନା ଦିଆଯାଇଛି ।

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ରରେ ୨୮୩ ଜଣ, ଗୁଜରାଟରେ ୧୧୨ ଜଣ, ମଧ୍ୟପ୍ରଦେଶରେ ୮୩ ଜଣ, ଦିଲ୍ଲୀରେ ୫୦ ଜଣ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶରେ ୨୭ ଜଣ, ଆସାମରେ ୧ଜଣ, ବିହାରରେ ୨ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୫ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୧୭ ଜଣ, କେରଳରେ ୩ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୬ ଜଣ, ରେ ୨୭ଜଣ, ତାମିଲନାଡୁରେ ୨୦ ଜଣ, ତେଲେଙ୍ଗାନାରେ ୨୪ ଜଣ, ଉତ୍ତରପ୍ରଦେଶରେ ୨୪ ଜଣ ଏବଂ ପଶ୍ଚମବଙ୍ଗରେ ୧୫ ଜଣ ରହିଛନ୍ତି ।

Related posts

ତାଲିବାନ ସହ ଭାରତର ଆଲୋଚନା

mahabharatanews

ଚାଇନିଜ ଜାହାଜର ୨ କ୍ରୁ ସଦସ୍ୟଠାରେ କୋରୋନା ସନ୍ଦେହ

mahabharatanews

ମୁଖ୍ୟମନ୍ତ୍ରୀ ମମତାଙ୍କ କାର୍ଯ୍ୟକ୍ରମରେ ବଡ଼ ଅଘଟଣ,ଗେଟ୍ ଭୁଶୁଡ଼ି ୨ ଆହତ

mahabharatanews