ଓଡିଶା

ଦେଶରେ ଦୁର୍ବଳ ହେଉଛି ଧର୍ମନିରପେକ୍ଷତା: ଓୱେସି

ବାରବାଙ୍କି: ଏଆଇଏମଆଇଏ ମୁଖ୍ୟ ଅସଦୁଦ୍ଦିନ ଓୱେସି ଗୁରୁବାର କେନ୍ଦ୍ର ଉପରେ ଆଣିଛନ୍ତି ଭୟଙ୍କର ଆରୋପ । ୨୦୧୪ରେ ବିଜେପି କେନ୍ଦ୍ରରେ ସରକାର ଗଠନ କରିବା ପରେ ଦେଶରେ ଧର୍ମନିରପେକ୍ଷତା ଦୁର୍ବଳ ହୋଇ ଯାଇଛି । ଉତ୍ତରପ୍ରଦେଶର ବାରବାଙ୍କିଠାରେ ଏକ ସାଧାରଣ ସଭାରେ ଯୋଗଦେଇ ଓୱେସି କହିଛନ୍ତି, ଯେବେଠାରୁ କେନ୍ଦ୍ରରେ ବିଜେପି ସରକାର ଆସିଲାଣି, ସେବେଠାରୁ ଦେଶରେ ଧର୍ମନିରପେକ୍ଷତା ଦୁର୍ବଳ ହୋଇପଡିଛି ।
ଏହି ଅବସରରେ ଓୱେସି ଏସପି ଓ ବିଏସପି ଏହି ଅନୈତିକ କାର୍ଯ୍ୟକୁ ସମର୍ଥନ କରୁଥିବାରୁ ତିରସ୍କାର କରିଛନ୍ତି । ୟୁପିଏରେ ବିଏସପି ଓ ଏସପି ଥିବାରୁ ଏହାକୁ ବିରୋଧ କରୁ ନାହାନ୍ତି । ବହୁ ଯୁବକ ଏହି ଆଇନ ବଳରେ ବିନା ଟ୍ରାଏଲରେ ଜେଲ ଯାଉଛନ୍ତି । ଏହି ଆଇନ ମୁଖ୍ୟତଃ ଦଳିତ ଓ ମୁସଲମାନଙ୍କ ବିରୋଧରେ ବ୍ୟବହାର କରାଯାଉଥିବା ଓୱେସି କହିଛନ୍ତି ।

Related posts

ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠି ମଧ୍ୟରେ ମରଣାନ୍ତଙ୍କ ଆକ୍ରମଣ

mahabharatanews

କୋଣାର୍କ ମାଘମେଳା ପାଇଁ ପ୍ରଥମ ବୈଠକ

mahabharatanews

ଆଜି ଓଡିଶା ଆସୁଛନ୍ତି ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews