Uncategorized

ନକ୍ସଲଙ୍କ ଆକ୍ରମଣରେ ସହକାରୀ କନେଷ୍ଟବଳ ନିହତ

ବିଜାପୁର: ଛତିଶଗଡର ବିଜାପୁର ଜିଲ୍ଲା ଜାଙ୍ଗଲା ଗ୍ରାମରେ ବୁଧବାର ଦିନ ଜଣେ ସହକାରୀ କନେଷ୍ଟବଳଙ୍କ ଘରେ ନକ୍ସଲମାନେ ଆକ୍ରମଣ କରିବାରୁ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ବିଜାପୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅନୁଯାୟୀ, ବୁଧବାର ମଧ୍ୟରାତ୍ରରେ ନକ୍ସଲମାନେ କନେଷ୍ଟବଳଙ୍କ ଘର ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ । ଏହି ଆକ୍ରମଣରେ ତାଙ୍କ ବାପା ମା ମଧ୍ୟ ଆହତ ହୋଇଛନ୍ତି ।
ପୂର୍ବରୁ ଗତ ସପ୍ତାହରେ ନକ୍ସଲମାନେ ସୁକମାର କୁମାନର ଅଞ୍ଚଳରେ ରାସ୍ତା କାମ ଚାଲିଥିବା ବେଳେ ୬ଟି ଗାଡିରେ ନିଆଁ ଲଗାଇଦେଇଥିଲେ ।

Related posts

ମହାରାଷ୍ଟ୍ରରେ କ୍ରେନ୍‌ ଭୁଶୁଡ଼ିବା ଘଟଣା; ମୃତ୍ୟୁ ସଂଖ୍ୟା ୨୦ ପାର

mahabharatanews

ଦେଶରେ ନୂଆ କରୋନା ସଂକ୍ରମଣ ସାଢେ ୧୧ ହଜାର

mahabharatanews

କୋଭିଡ୍‌-୧୯ ଚିକିତ୍ସାରେ ନିୟୋଜିତ ଡାକ୍ତରଙ୍କ ଦରମା ନ କାଟିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews