ଓଡିଶା

ନୂଆ ରୂପ ନେବ କୋଣାର୍କ

କୋଣାର୍କ: ଶ୍ରୀକ୍ଷେତ୍ର ପୁରୀର ସୌନ୍ଦର୍ଯ୍ୟକରଣ ପରେ ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିରର ପାଳି । ସୂର୍ଯ୍ୟମନ୍ତ୍ରୀର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିରର ଚାରି ପାଖରେ ଥିବା ଉଠା ଦୋକାନ ଉଠାଇବା ସହ ଉଠା ଦୋକାନୀଙ୍କ ଥଇଥାନ କରିବା ୁପରେ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ, ପୂର୍ତ୍ତ ବିଭାଗ ସଚିବ କିଶନ କୁମାର, ଅଏଲ ଇଣ୍ଡିଆ କର୍ପୋରେସନ ସିଇଓ ସୁବ୍ରତ ବର୍ମା, ଏଏସଆଇ ସୁପରିଟେଣ୍ଡଣ୍ଟ ଅନିଲ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ବିନୟ ଦାଶ, କୋଣାର୍କ ଏନଏସି ଅଧିକାରୀ, ଏମ ଶ୍ରିନିବାସ ପ୍ରମୁଖ ପାଦରେ ଚାଲିଚାଲି କୋଣାର୍କର ଚତୁଃପାଶ୍ୱର୍ ବୁଲି ଦେଖିବା ସହ କେତେ ମିଟର ଉଚ୍ଛେଦ ହେବ ତାହା ଉପରେ ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନେବାକୁ ସରକାର ଯୋଜନା କରିଛନ୍ତି ।

Related posts

ରଥଖଳା ଏବେ ଚଳଚଞ୍ଚଳ : ବ୍ୟସ୍ତ ତିନିରଥର ବିଶ୍ଵକର୍ମା ମହାରଣା

mahabharatanews

ବସ-ଗୋରୁ ବୋଝେଇ ଟ୍ରକ୍ ଧକ୍କା, ୭ ଆହତ

mahabharatanews

ନଦୀରେ ଭାସିଗଲେ ବୃଦ୍ଧା! ୨ଦିନ ପରେବି ମିଳୁନି ପତ୍ତା

mahabharatanews