ଓଡିଶା

ପଦ୍ମପୁର ମାରଓ୍ବାଡି ଯୁବା ମଂଚ ପକ୍ଷରୁ ରକ୍ତଦାନ ଶିବିର

ଚିତ୍ତରଞ୍ଜନ ସାହୁ/ ବରଗଡ: ସାରା ବିଶ୍ବରେ ନିଜର କାୟା ବିସ୍ତାରର କରିଛି କରୋନା ଭୂତାଣୁ କୋଭିଟ-୧୯ । ଏଣୁ ଏହି ଭୂତାଣୁ ସହ ଲଢିବା ପାଇଁ ତଥା ଏହାକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଚାଲିଛି । ଏହାକୁ ସମର୍ଥନ କରି ଲୋକେ ମଧ୍ୟ ଘରୁ ବାହାରୁ ନାହାନ୍ତି । କିନ୍ତୁ ଚିକିସାଳୟ ମାନଂକରେ ଥିବା ରୋଗୀମାନେ ରକ୍ତ ଭଣ୍ଡାରରେ ରକ୍ତ ଅଭାବରୁ ହଇରାଣ ହେଉଛନ୍ତି । ରକ୍ତ ଅଭାବରୁ ଲୋକଙ୍କ ଦୁଃଖକୁ ବୁଝି ଆଜି ବରଗଡ ଜିଲ୍ଲା ପଦ୍ମପୁର ରକ୍ତ ଭଣ୍ଡାର ଠାରେ ପଦ୍ମପୁର ମାରଓ୍ବାଡି ଯୁବା ମଂଚ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇ ୧୫ ୟୁନିଟ ରକ୍ତ ସଂଗ୍ରହ କକାଯାଇଛି !

Related posts

ରଥ ନିର୍ମାଣ ପାଇଁ ନବମ ପର୍ଯ୍ୟାୟରେ ୨୭ ଖଣ୍ଡ ୪୦ ଫୁଟିଆ ଧଉରା ଓ ଅସନ କାଠ ପହଞ୍ଚିଲା

mahabharatanews

କୁଆ ପଥର ମାଡରେ ଯୁବକ ମୃତ

mahabharatanews

ସୁନା ଦରରେ ପରିବର୍ତ୍ତନ, ଚିନ୍ତାରେ ଗ୍ରାହକ

mahabharatanews