ଓଡିଶା

ପଦ୍ମପୁର ମାରଓ୍ବାଡି ଯୁବା ମଂଚ ପକ୍ଷରୁ ରକ୍ତଦାନ ଶିବିର

ଚିତ୍ତରଞ୍ଜନ ସାହୁ/ ବରଗଡ: ସାରା ବିଶ୍ବରେ ନିଜର କାୟା ବିସ୍ତାରର କରିଛି କରୋନା ଭୂତାଣୁ କୋଭିଟ-୧୯ । ଏଣୁ ଏହି ଭୂତାଣୁ ସହ ଲଢିବା ପାଇଁ ତଥା ଏହାକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଚାଲିଛି । ଏହାକୁ ସମର୍ଥନ କରି ଲୋକେ ମଧ୍ୟ ଘରୁ ବାହାରୁ ନାହାନ୍ତି । କିନ୍ତୁ ଚିକିସାଳୟ ମାନଂକରେ ଥିବା ରୋଗୀମାନେ ରକ୍ତ ଭଣ୍ଡାରରେ ରକ୍ତ ଅଭାବରୁ ହଇରାଣ ହେଉଛନ୍ତି । ରକ୍ତ ଅଭାବରୁ ଲୋକଙ୍କ ଦୁଃଖକୁ ବୁଝି ଆଜି ବରଗଡ ଜିଲ୍ଲା ପଦ୍ମପୁର ରକ୍ତ ଭଣ୍ଡାର ଠାରେ ପଦ୍ମପୁର ମାରଓ୍ବାଡି ଯୁବା ମଂଚ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇ ୧୫ ୟୁନିଟ ରକ୍ତ ସଂଗ୍ରହ କକାଯାଇଛି !

Related posts

ବାହାନଗା ରେଳ ଦୁର୍ଘଟଣା ,ରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପାଇଁ ଶୋକ ଶୋଭା

mahabharatanews

ଜନତା କର୍ଫ୍ୟୁ କଲ୍ୟାଣସିଂହପୁର ବ୍ଲକରେ ସମ୍ପୂର୍ଣ୍ଣ ସଫଳ

mahabharatanews

 ପ୍ରବଳରୁ ଅତି ପ୍ରବଳ ବର୍ଷା; ୫ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି 

mahabharatanews