ଓଡିଶା

ପାଟଣାବ୍ଳକରେ ଆରମ୍ଭ ହେଲା ମୋ ସରକାର

ପାଟଣାବ୍ଳକ: ପାଟଣାବ୍ଳକ ରେ କାର୍ଯ୍ୟକାରୀ ହେଲା ମୋ ସରକାର । ବ୍ଳକରେ କାର୍ଯ୍ୟକାରୀ ନିମନ୍ତେ ସ୍ୱତନ୍ତ୍ର ଏକ କକ୍ଷ କରାଯାଇ ମୋ ସରକାର ଯୋଜନାର କାର୍ଯ୍ୟକାରୀ ହେଉ ଥିବା ସରକାରଙ୍କ ସମ୍ବନ୍ଧରେ କିପରି ଜଣସାଧାରଣ ସୁବିଧା ସୁଯୋଗ ପାଇ ପାରିବେ ସେ ସମ୍ବନ୍ଧରେ ସୂଚନା ଦିଆଯିବାର ରହିଛି । ମୋ ସରକାର ଯୋଜନାରେ କୌଣସି ତୃଟି ପରିଲକ୍ଷିତ ହେଲେ ଜନସାଧାରଣ ଏହି କାର୍ଯ୍ୟଳୟକୁ ଆସି ଆପତ୍ତି ଅଭିଯୋଗ କରିପାରିବେ । ମୋ ସରକାରରେ ଡାକ୍ତରଖାନା, ଥାନା, ଶିକ୍ଷାବିଭାଗ, ବ୍ଳକପ୍ରଶାସନ, ତହସିଲ ପ୍ରଭୁତି କାର୍ଯ୍ୟଳୟଗୁଡିକ ସଂପୃକ୍ତ ରହିଛି । ପାଟଣାବ୍ଳକ କାର୍ଯ୍ୟଳୟ ଥିବା ମୋ ସରକାର କାର୍ଯ୍ୟଳୟକୁ ସଫଳ କରିବା ନିମନ୍ତେ ଜିପିଓ ରଶ୍ମିରେଖା ମହାନ୍ତି ମୁଖ୍ୟ ଦାୟତ୍ୱ ଦିଆଯାଇ ଥିବା ବେଳେ ତାଙ୍କୁ ସହଯୋଗ କରିବା ପାଇ ଶ୍ରୀକାନ୍ତ ତ୍ରିପାଠୀ,ପୂର୍ଣ୍ଣ ଚନ୍ଦ୍ର ବାରିକ କହିଛନ୍ତି ।

Related posts

ଖୋର୍ଦ୍ଧା ଓ ଜଗତସିଂହପୁରରେ ଶୁଭାରମ୍ଭ ହେବ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ 

mahabharatanews

୧୬ ନମ୍ବର ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକରେ  କଣ୍ଟେନରରେ ନିଆଁ, ୪ ଆହତ

mahabharatanews

ନିଶାଡି ପୁଅ ମାଡରେ ମା’ର ମୃତ୍ୟୁ

mahabharatanews