ପାରାଦୀପ: ଆଜିକାଲି ଲୋକଙ୍କ ରୁଚି ଚଟପଟା, ମସଲାଦାର ଫାଷ୍ଟ ଫୁଡ ପ୍ରତି ଆକୃଷ୍ଟ ହେଉଛନ୍ତି । ଗ୍ରାହକଙ୍କ ଏହି ଚାହିଦାକୁ ଦେଖି ୍ ସୁଲ୍ଲଭ ମୂଲ୍ୟରେ, ଏଭଳି ଏକ ଷ୍ଟ୍ରିଟ୍ ଫେଷ୍ଟିଭାଲର ଅ ।ୟୋଜନ କରିଛି ପାରାଦୀପ ହୋଟେଲ ଏମ୍ପାୟାର୍ସ, ଯେଉଁଠି ଗୁପଚୁପ୍, ·ଟ୍, ଦୋଷା ଠାରୁ ଅ ।ରମ୍ଭ କରି ମୋମୋ ଓ ଫାଷ୍ଟଫୁଡ୍ ସହ ଛୋଟଛୋଟ ପିଲାମାନଙ୍କର ମନୋରଞ୍ଜନର ବ୍ୟବସ୍ଥା କରାଯାଇଛି । ଯାହାକୁ ଏବେ ଭରପୁର ଉପଭୋଗ କରୁଛନ୍ତି ପାରାଦୀପ ବାସିନ୍ଦା ।
ଅ ।ଗକୁ ନୂଅ ।ବର୍ଷ , ଏଥିପାଇଁ ବିଭିନ୍ନ ତାରକା ହୋଟେଲ ପକ୍ଷରୁ ପ୍ରସ୍ତୁତି ଅ ।ରମ୍ଭ ହେଉଥିବା ବେଳେ ପାରାଦୀପରେ ଥିବା ହୋଟେଲ ଏମ୍ପାୟାର୍ସ ପକ୍ଷରୁ ବର୍ଷ ଶେଷରେ ଅ ।ୟୋଜନ ହୋଇଛି ‘ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲ’, ଯେଉଁ ଚଟପଟି ବା ଫାଷ୍ଟଫୁଡ୍ ଖାଦ୍ୟ ରାସ୍ତା କଡରେ ବିକ୍ରି ହୋଇଥାଏ, ଏବେ ସେହି ଚଟପଟି ଖାଦ୍ୟର ମଜ୍ଜା ନେବାର ସୁଯୋଗ ଦେଇଛି ଏହି ହୋଟେଲ । ପୁଣି ସୁଲ୍ଲଭ ମୂଲ୍ୟରେ, ଖାସକରି ମାଟିକପ୍ରେ ·ଅ ।, ଗୁପଚୁପ୍, ଦୋଷା,·ଟ୍, ଚିଲିଚିକେନ୍ ସାଙ୍ଗକୁ ରୋଲ୍ ଓ ମୋମୋ ଭଳି ବିଭିନ୍ନ ପ୍ରକାରର ଫାଷ୍ଟଫୁଡ୍ ଷ୍ଟଲ୍ ସହ ଷାଠିଏ ପ୍ରକାର ଖାଦ୍ୟର ଷ୍ଟଲ୍ ଖୋଲାଯାଇଛି ଏହି ଫେଷ୍ଟିଭାଲ ରେ । ପାରାଦୀପ ଏକ ଛୋଟ ସହର ହୋଇଥିଲେ ମଧ୍ୟ ଏଠାରେ ବିଭିନ୍ନ ଭାଷାଭାଷୀ ଲୋକ ରହି ଅ ।ସୁଛନ୍ତି । କିନ୍ତୁ ଏହି ସ୍ଥାନରେ ସୁସ୍ୱାଦୁ ଖାଦ୍ୟର ମଜ୍ଜା ନେବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ତେଣୁ ପ୍ରଥମ ଥର ପାଇଁ ଏଠାରେ ଅ ।ୟୋଜିତ ହୋଇଥିବା ଏହି ଫୁଡ ଫେଷ୍ଟିଭାଲର ଭରପୁର ମଜ୍ଜା ଉଠାଉଛନ୍ତି ପାରାଦୀପ ବାସୀ । ଏହା ବ୍ୟତୀତ ହୋଟେଲ ପକ୍ଷରୁ ଛୋଟଛୋଟ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଗେମଜୋନ୍ର ବ୍ୟବସ୍ଥା କରା ଯାଇଥିବା ବେଳେ ପ୍ରତ୍ୟେକ ଦିନ ନାମୀଦାମୀ କଣ୍ଠଶିଳ୍ପୀ ଙ୍କ ଦ୍ୱାରା ଗୀତ ଓ ଗଜଲ ପରିବଷଣ କରା ଯାଉଥିବାରୁ ସାଧାରଣ ଲୋକେ ଷ୍ଟ୍ରିଟ୍ ଫୁଡର ମଜ୍ଜା ଭରପୁର ଉଠାଉଛନ୍ତି ।
ଇନଟ୍ୟୁଟ୍ ଲ୍ୟାବ୍ ଏବଂ ଟେକ୍ନୋ ଇଣ୍ଡିଆ ଗ୍ରୁପ ମିଳିତ ଭାବେ କୋଲକାତାରେ ଖୋଲିବେ ଡିଜାଇନିଂ ସ୍କୁଲ୍
୧୬ ଡିସେମ୍ବର ,୨୦୧୯: ଇନଟ୍ୟୁଟ୍ ଲ୍ୟାବ୍ ଯହାକି ଫ୍ରେଂଚ୍ ର ଖ୍ୟାତି ସମ୍ପନ୍ନ ଏଜୁକେଶନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ଡିଜାଇନ୍, ଷ୍ଟାଟେଜି ଏବଂ ଡିଜିଟାଲ କ୍ରୀଏସନ୍, ଟେକ୍ନୋ ଇଣ୍ଡିଆ ଗ୍ରୁପ୍ ସହିତ ମିଳିତ ହୋଇ କୋଲକାତାରେ ଡିଜାଇନିଂ ସ୍କୁଲ୍ ଖୋଲିବେ । ଟ୍ରୋକ୍ନୋ ଗ୍ରୁପ୍ର ଦୀର୍ଘ ୩୦ ବର୍ଷର ଟେକ୍ନୋଲୋଜି ଏଂ ଇିନିୟରିଂ ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ରହିଛି ।
ଶିକ୍ଷା କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଥିବା ଏହି ଦୁଇ ସଂସ୍ଥା ମିଳିତ ଭାବେ ଭାରତ ବ୍ୟାପି ଶିକ୍ଷାର୍ଥୀଙ୍କ ସୃଜନଶୀଳତାକୁ ରୁଦ୍ଧିମ” କରାଇବାକୁସକ୍ଷମ ହେବେ ।
ଇନଟ୍ୟୁଟ୍ ଲ୍ୟାବ୍ ପେଶାଦାର ଫ୍ରେଂଚ୍ ଏବଂ ଭାରତୀୟଙ୍କ ଦ୍ୱାରା ସ୍ଥାବିତ ହୋଇଛି । ଏହା ଡିଜାଇନିଂ କ୍ଷେତ୍ରରେ ନବୀକରଣ, ସୃଜନଶୀଳତାକୁ ଗୁରୁତ୍ୱ ଦେଇଥାଏ । ସେହିପରି ଟେକ୍ନୋ ଗ୍ରୁପ୍ କୋଲକାତା ସହରରେ ସକାରାତ୍ମକ ମନୋଭାବ ରଖି ବହୁ ଶିକ୍ଷାନୁଷ୍ଠାନ ସ୍ଥାପିତ କରିଛି ।
ଏହି ଅବସରରେ ଇନଟ୍ୟୁଟ୍ ଲ୍ୟାବ୍ର ସହ ପ୍ରତିଷ୍ଠାତାକ୍ଲେମେଂଟ୍ ଡେରୋକ୍ କହିଲେ, ଟ୍ରେକ୍ନୋ ଇଣ୍ଡିଆ ଗ୍ରୁପ୍ ସହିତ ମିଳିତ ହୋଇଥିବାରୁ ଆମେ ବେଶ୍ ଆନନ୍ଦିତ । ଏହା ଦ୍ୱାରା ଭାରତୀୟ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇପାରିବ । ଦେଶର ପୂର୍ବ କ୍ଷେତ୍ରରେ ଟୋକ୍ନୋ ଇଣ୍ଡିଆ ଗ୍ରୁପ୍ ଶିକ୍ଷାଦାନରେ ବିଶେଷ କ୍ୟାତି ହାସଲ କରିପାରିଛି । ତେଣୁ ଆମେ ଉପଯୁକ୍ତ ପ୍ରତିଭାଙ୍କ ପାଖରେ ସହଜରେ ପହଂଚିପାରିବୁ । ଏହି ଚୁକ୍ତି ଦ୍ୱାରା ଉଭୟ ଶିକ୍ଷାର୍ଥୀ ଏବଂ ପ୍ରଶିକ୍ଷକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇପାରିବ । ଭବିଷ୍ୟତରେ ଡିଜାଇନିଂ ଏବଂ ସୃଜନଶୀଳତା ପାଇଁ ବହୁ ସୁଯୋଗ ସୃଷ୍ଟି ହେବାରେ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆମେ ବିଶ୍ୱସ୍ତରୀୟ ଶିକ୍ଷାଦେବା ପାଇଁ ମିଳିତ ହୋଇଛୁ ।
ଏହି ଅବସରରେ ଟେକ୍ନୋ ଇଣ୍ଡିଆ ଗ୍ରୁପ୍ର ଗ୍ଲୋବାଲ ଅପରେଶନ୍ ନିର୍ଦ୍ଦେଶକ ମେଘଦୂତ ରାୟ ଚୌଧୁରୀ କହିଲେ, ଆମେ ସବୁବେଳେ ଭାରତ ବ୍ୟାପି ଶିକ୍ଷାର୍ଥୀଙ୍କୁ ବହୁବିଧ ପାଠ୍ୟକ୍ରମ ଉପରେ ଶିକ୍ଷାଦାନ ପାଇଁ ପ୍ରୟାସ କରିଥାଉ । ଏହାକୁ ଦୃଷ୍ଟିରେ ରଖି ଇନଟ୍ୟୁଟ୍ ଲ୍ୟାବ୍ ଏବଂ ଟେକ୍ନୋ ଇଣ୍ଡିଆ ଗ୍ରୁପ୍ ମିଳିତ ଭାବେ ଆର୍ଟ ଏବଂ ଟେକ୍ନୋଲୋଜିର ମିଶ୍ରଣ ପାଇଁ ଯୋଜନା କରିଛ”ି । ତାଲିମ୍ ଏବଂ ଅଭିଜ୍ଞତା ଆଧାରରେ ଆମେ ଶିକ୍ଷାକୁ ପ୍ରାଥମିକତା ଦେବାର ଉଦ୍ୟମ କରିବୁ । ଥିଓରୀ ସହିତ ଅଭ୍ୟାସକୁ ପ୍ରାଧାନ୍ୟ ଦିଆଯିବ ।
ଇନଟ୍ୟୁଟ୍ ଲ୍ୟାବ୍ ଏବଂ ଟେକ୍ନୋ ଇଣ୍ଡିଆ ଗ୍ରୁପ୍ ପକ୍ଷରୁ ଡିଜାଇନିଂ, ଆର୍ଟ ଏବଂ ଗେମିଂ ଉପରେ ବ୍ୟାଚଲର ଏବଂ ମାଷ୍ଟର ଡିଗ୍ରୀ ଉପଲବ୍ଧ କରାଯିବ । ଏହି ପାଠ୍ୟକ୍ରମ କୋଲକାତାର ସଲ୍ଟଲେକ୍ ୍ ସେକ୍ଟର-୫, ଡିଏନ୍-୨୦ରେ ଥିବା ଟେକ୍ନୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟରେ ପ୍ରଦାନ କରାଯିବ । କୃତୀ ଶିକ୍ଷାର୍ଥୀଙ୍କୁ ସ୍କଲାରଶିପ୍ ମଧ୍ୟ ପ୍ରଦାନ କରାଯିବ । ଶିକ୍ଷାର୍ଥୀଙ୍କୁ ୨୦%ରୁ ୫୦% ପର୍ଯ୍ୟ” ଟ୍ୟୁଶନ୍ ଫି ଛାଡ଼ କରାଯିବା ବ୍ୟବସ୍ଥା ରହିଛି । ୨୦୨୦ଠାରୁ ନାମ ଲେଖା କରାଯିବ । ଶିକ୍ଷାର୍ଥୀମାନେ ଙ୍ଗଙ୍ଗଙ୍ଗ.ଳକ୍ଟକ୍ଷଳବଗ୍ଧବ.ରମକ୍ଟକ୍ଷର-ସଦ୍ଭଗ୍ଧଙ୍କସଗ୍ଧ-କ୍ଷବଭ.ମକ୍ଟ.ସଦ୍ଭ ରେ ଲଗ୍ ଇନ୍ କରି ସବିଶେଷ ବିବରଣୀ ହାସଲ କରିପାରିବେ ।
ଏହା ଦ୍ୱାରା ଭାରତୀୟ ଶିକ୍ଷାର୍ଥୀ ଏବଂ ପ୍ରଶିକ୍ଷକ ବିଶେଷ ଉପକୃତ ହୋଇପାରିବେ ।
ସୂଚନାଯୋଗ୍ୟ, ଇନଟ୍ୟୁଟ୍ ଲ୍ୟାବ୍ ୨୦୦୧ରେ ଫ୍ୟାରିସ୍ରେ କ୍ଲେମେଂଟ୍ ଡେରୋକ୍ ଏବଂ ଫ୍ରେଡିରିକ୍ ଲାଲଣ୍ଡେଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଏହାର ୩ଟି କ୍ୟାମ୍ପସ୍ ମୁମ୍ବାଇ, ପ୍ୟାରସ୍ ଏବଂ ଆକ୍ସ୍-ଏନ୍-ପ୍ରୋଭେନ୍ସ୍ରେ ରହିଛି । ନର୍ଥ ଆମେରିକା, ଲାଟିନ୍ ଆମେରିକା,ୟୁରୋପ ଏବଂ ଏସିଆରେ ଏହାର ୨୩ ଅଂଶୀଦାର ରହିଛ”ି । ଏହାର ୧୦୦ରୁ ଅଧିକ ଡିଜାଇନର ପେଶାଦାର ଅ”ର୍ଜାତୀୟସ୍ତରରେ କାର୍ଯ୍ୟ କରୁଛ” ।
ସେହିପରି ଟୋକ୍ନୋ ଇଣ୍ଡିଆ ଗ୍ରୁପ୍ ୧୯୮୫ରେ ସ୍ଥାପିତ ହୋଇଥିଲା । ଏହାର ୧୦୦ ନଲେଜ୍ କ୍ୟାମ୍ପସ୍, ୪ ବିଶ୍ୱିଦ୍ୟାଳୟ କ୍ୟାମ୍ପସ୍, ୨୦ ଇିନିୟରିସ୍କଲଜ, ୧୦ ବିଜନେସ୍ ସ୍କୁଲ୍ ଏବଂ ୨୮ ପବ୍ଲିକ୍ ସ୍କୁଲ ରହିଛି । ଏହାର ୨ଟି ମେଡିକାଲ କଲେଜର ନିର୍ମାଣ ଜାରି ରହିଛି । ଏହା କୋଲକତାର ସଲ୍ଟଲେକ୍ ସେକ୍ଟର-୫ରେ କାର୍ଯ୍ୟ କରୁଛି ।
ଗତିକରୁଛି । ଅନ୍ୟ ଦେଶ ତୁଳନାରେ ଦେଶରେ ପଲିସି ନିର୍ମାତା, ଅନୁଷ୍ଠାନ ଏବଂ ଶିଳ୍ପର ତାଳମେଳ ନରହିବା କାରଣରୁ ବିଫଳତାକୁ ବିଜୟ କରିବା ସମ୍ଭବ ହେଉନାହିଁ । ଏହାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବର୍ଷର ଯୁବ ବର୍ଗଙ୍କ ଠାରୁ ଅନେକ ଅପେକ୍ଷା ରଖିଛ”ି । ଶ୍ରୀ ପ୍ରଧାନ କହିଛ”ି ଯେ ଦେଶର ପ୍ରଥମ ସିନଗ୍ୟାସ ପ୍ଲାଂଟ ଓଡିଶାର ତାଳଚେରରେ ପ୍ରତିଷ୍ଠା କରାଯିବ । ଭାରତ ସରକାରଙ୍କ ଗେଲ୍, କୋଲ ଇଣ୍ଡିଆ, ରାଷ୍ଟାୟତ ଫର୍ଟିଲାଇଜର ସହାୟତାରେ ଏହି କାମ ମଧ୍ୟ ଆରମ୍ଭ ହୋଇଯାଇଛିା
ଶ୍ରୀ ପ୍ରଧାନ କହିଛ”ି ଯେ ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ଆଡକୁ ଗତି କରୁଛି । ତେଣୁ ବିଶ୍ୱ ଦୃଶ୍ୟପଟ୍ଟରେ ଭାରତ ପାଖରେ ନୂଆ ସୁଯୋଗମାନ ରହିଛି । ଏହି ସମୟରେ ଦେଶକୁ ବିଫଳତାକୁ ସାମ୍ନା କରି ଜିତିବାକୁ ହେବ । ଅପରପକ୍ଷରେ ଭାରତବର୍ଷର ସାଧାରଣ ଲୋକର ଜୀବନରେ ମୂଳଭୁତ ପରିବର୍ତନ ଆଣିବାର କ୍ଷମତା ରସାୟନ ବିଜ୍ଞାନ ବିଭାଗ ପାଖରେ ରହିଛି । ୨୦୩୦ ସୁଦ୍ଧା ଭାରତ ଦୁନିଆର ୧ ନମ୍ବର ଉର୍ଜା ଉପଭୋକ୍ତା ହେବ ବୋଲି ସେ କହିଛ”ି ।
ଭାରତରେ ସ୍ଥାନୀୟ ବାୟୋମାସରୁ ୫ ହଜାର ମିଥାନାଲ ପ୍ଲାଟ ନିର୍ମାଣ ହେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏଥିାଇଁ ୫୦୦ ଉଦ୍ୟୋଗୀଙ୍କୁ ଏଲଓଆଇ ମଧ୍ୟ ପ୍ରଦାନ କରାଯାଇଛି । ଦେଶରେ ନବୀକରଣ ଉର୍ଜାରୁ ବିଦ୍ୟୁତଚାଳିତ ଗାଡି ନିର୍ମାଣ ହେବା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଅପରପକ୍ଷରେ ଦେଶରେ ୬୦୦ ମିଲିୟନ ମେଟ୍ରିକ୍ ଟନ୍ ବାୟୋମାସ ଉପଲବ୍ଧ ରହିଛି ଏବଂ ଏହାକୁ ଉପଯୋଗ କରିବାର ଜ୍ଞାନ ରସାୟନ ବିଜ୍ଞାନ ବିଭାଗ ପାଖରେ ଅଛି । ସେ କହିଛ”ି ଯେ ବିଶ୍ୱରେ ଭାରତର ପେଟ୍ରୋମଲିୟମ ରିଫାଇନାରୀ କେ?ସ୍କିଟି ବା ଜଟିଳତା କାରଣରୁ ଚର୍ଚ୍ଚା ହେଉଛି । ଭାରତରେ ବିଭିନ୍ନ ପ୍ରକାର ଅଶୋଧିତ ତୈଳର ରିଫାଇନ କରିବାର କେ?କ୍ସିଟିରର ଉନ୍ନତୀକରଣ ଧୀରୁବାଇ ଅମ୍ବାନୀଙ୍କ କାରଣରୁ ସମ୍ଭବ ହୋଇପାରିଛି ବୋଲି ସେ କହିଛ” ।
