ଓଡିଶା

ପୁଲିସ ଗାଡି ଜବତ କରି ପାରିବ ନାହିଁ ହାଇକୋର୍ଟ

କଟକ: କରୋନା ମୁକାବିଲା ପାଇଁ ଜାରି ଲକଡାଉନ ବେଳେ ଗାଡ଼ି ଜବତ ସମ୍ପର୍କରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ପୁଲିସ ଗାଡ଼ି ଜବତ କରିପାରିବ ନାହିଁ । ଚାଳକଙ୍କଠାରୁ ଅଣ୍ଡରଟେକିଂ ଲେଖି ନେଇ ଗାଡ଼ି ଛାଡିଦେବ । ଏହାସହ କୋର୍ଟ କହିଛନ୍ତି ଯେ, ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଘର ପାଖରେ ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ । ପାଦଚଲା ଦୂରତାରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଉନାହାନ୍ତି । ସହଜରେ ଘର ପାଖରେ ଜିନିଷ ନମିଳିବା ପର୍ୟ୍ୟନ୍ତ ଲୋକଙ୍କୁ ହଇରାଣ ନକରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି । ସ୍ୱତନ୍ତ୍ର ଗାଇଡଲାଇନ ସହ ଜିନିଷ ଉପଲବ୍ଧ ବ୍ୟବସ୍ଥା କରିବାକୁ କୋର୍ଟ କହିଛନ୍ତି ।

Related posts

ବିକଳାନନ୍ଦ କରଙ୍କ ୫୦ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

mahabharatanews

ପେଣ୍ଠକଟାର ୪ ୱାର୍ଡ କଣ୍ଟେନମେଣ୍ଟ ଜୋନ

mahabharatanews

୧୪, ୧୫, ୧୬ରେ ବିଜେପି ଜିଲ୍ଲା ସଭାପତି ନିର୍ବାଚନ

mahabharatanews