ଓଡିଶା

ପୁଲିସ ଗାଡି ଜବତ କରି ପାରିବ ନାହିଁ ହାଇକୋର୍ଟ

କଟକ: କରୋନା ମୁକାବିଲା ପାଇଁ ଜାରି ଲକଡାଉନ ବେଳେ ଗାଡ଼ି ଜବତ ସମ୍ପର୍କରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ପୁଲିସ ଗାଡ଼ି ଜବତ କରିପାରିବ ନାହିଁ । ଚାଳକଙ୍କଠାରୁ ଅଣ୍ଡରଟେକିଂ ଲେଖି ନେଇ ଗାଡ଼ି ଛାଡିଦେବ । ଏହାସହ କୋର୍ଟ କହିଛନ୍ତି ଯେ, ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଘର ପାଖରେ ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ । ପାଦଚଲା ଦୂରତାରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଉନାହାନ୍ତି । ସହଜରେ ଘର ପାଖରେ ଜିନିଷ ନମିଳିବା ପର୍ୟ୍ୟନ୍ତ ଲୋକଙ୍କୁ ହଇରାଣ ନକରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି । ସ୍ୱତନ୍ତ୍ର ଗାଇଡଲାଇନ ସହ ଜିନିଷ ଉପଲବ୍ଧ ବ୍ୟବସ୍ଥା କରିବାକୁ କୋର୍ଟ କହିଛନ୍ତି ।

Related posts

ରୋଗୀ ଆଣିବାକୁ ଯିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

mahabharatanews

ରାଜ୍ୟରେ ୪୯୪ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ, ୭୪.୮୭ କୋଟି ଟଙ୍କାର କାର୍ଯ୍ୟକ୍ରମ

mahabharatanews

ସାରଥୀଙ୍କ ଦିବ୍ୟ ଶକ୍ତିର ପର୍ଦ୍ଦାଫାସ କଲେ ଅରୁଣ ବୋଥ୍ରା

mahabharatanews