ଓଡିଶା

ପ୍ରତାପ ଜେନା ଏବଂ ସଞ୍ଜୟ ଦାସବର୍ମାଙ୍କୁ ପର୍ଯ୍ୟବେପକ୍ଷ ଦାୟିତ୍ୱ 

(ଭୁବନେଶ୍ୱର) : ବିଧାୟକ ପ୍ରତାପ ଜେନା ଏବଂ ସଞ୍ଜୟ ଦାସବର୍ମାଙ୍କୁ ଦଳ ପକ୍ଷରୁ ବଡ଼ ଦାୟିତ୍ୱ । ଦୁଇ ନେତାଙ୍କୁ ପର୍ଯ୍ୟବେପକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ସଞ୍ଜୟ ଦାସ ବର୍ମାଙ୍କୁ ଭଦ୍ରକ ଦିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଥିବା ବେଳେ ପ୍ରତାଦ ଜେନାଙ୍କୁ କେନ୍ଦ୍ରପଡ଼ା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି ।

ସୂଚନାନୁଯାୟୀ , ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ହେବା ପେର ସଞ୍ଜୟ ଦାସବର୍ମା କହିଛନ୍ତି ମୁଖ୍ୟମନ୍ତ୍ରୀ ମତେ ଯେଉଁ ସମୟରେ ଯାହା ଦାୟିତ୍ୱ ଦେଇଛନ୍ତି ତାହା ମୁଁ ନିଷ୍ଠାର ସହ ନିର୍ବାହ କରିଛି । ‘ ବର୍ତ୍ତମାନ ମତେ ଯେଉଁ ନୂଆ ଦାୟିତ୍ୱ ମିଳିଛି ତାହାକୁ ଭଲ ଭାବେ ନିର୍ବାହ କରିବା କରିବି । ଏହା ସହ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଙ୍କତା ମଧ୍ୟ ଜଣାଇଛନ୍ତି ସଞ୍ଜୟ ଦାସବର୍ମା ।

Related posts

ଓଏସଏସସି ଅଫିସ ସମ୍ମୁଖରେ ଚାକିରି ଆଶାୟୀଙ୍କ ବିକ୍ଷୋଭ

mahabharatanews

ନିଶ୍ଚିତ ମୃତ୍ୟୁ ମୁଖରୁ ଶିଶୁ କନ୍ୟା କୁ ନୂଆ ଜୀବନ ଦେଇଥିବାରୁ ଡାକ୍ତରଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ କରିଲେ ସମ୍ବର୍ଦ୍ଧିତ

mahabharatanews

ମେଡିକାଲରୁ ଖସିଗଲା ହେଲେ ଡ୍ରେନରୁ ଧରାପଡିଲା

mahabharatanews