ଓଡିଶା

ପ୍ରବାସୀଙ୍କୁ ଛାଡି ଫେରୁଥିବା ରୋହିତ ବସ ଦୁର୍ଘଟଣାଗ୍ରସ୍ତ

(ଦୀପକ ମିଶ୍ର/ଉଦଳା): ମୟୁରଭଞ୍ଜ ଜିଲ୍ଲା ଉଦଳାରୁ ରୋହିତ ନାମକ ଏକ ଘରେଇ ବସ ପଶ୍ଚିମବଙ୍ଗର ପ୍ରବାସୀଙ୍କୁ ନେଇ ଛାଡିବା ପାଇଁ ଯାଇଥିବା ବେଳେ ପ୍ରବାସୀଙ୍କୁ ଛାଡି ଉଦଳା ଫେରୁଥିବା ବେଳେ ପୋଖରୀ ମୁଣ୍ଡକ୍ଷକୋଟା ଠାରେ ଟ୍ରକକୁ ପଛ ପଟୁ ପିଟିଥିଲା ଏଥିରେ ବସ ମାଲିକ ତଥା ଉଦଳାର ଯୁବ ସାମ୍ବାଦିକ କମଳାକାନ୍ତ ରଣା ଗୁରୁତର ହୋଇଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ବାରିପଦା ପି.ଆର.ଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Related posts

ରଥଯାତ୍ରା ପାଇଁ ୨ ଦିନ ଛୁଟି

mahabharatanews

ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

mahabharatanews

ସଡ଼କ ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ୱ

mahabharatanews