ଓଡିଶା

‘ଫରକ ପଡ଼ିବ ନାହିଁ ଟମାଟୋ ମାଡ଼’ : କାର୍ତ୍ତିକ ପାଣ୍ଡିଆନ

(ଗଂଜାମ) : ଟମାଟୋ, ଅଣ୍ଡା, ଚପଲ, କାଳି କିମ୍ବା ଗୁଳିମାଡ କର । କିଛି ଫରକ ପଡ଼ିବ ନାହିଁ । ମୁଁ ଲୋକଙ୍କ ପାଖକୁ ଆସିବି ଓ ଲୋକଙ୍କ ସେବା କରିଚାଲିବି । ଏମିତି କିଛି କହି ପ୍ରଶଂସାର ପାତ୍ର ପାଲଟିଛନ୍ତି  5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗଞ୍ଜାମ ବେଲଗୁଣ୍ଠା ଗସ୍ତରେ ଯାଇ ଜନସଭାକୁ ଉଦବୋଧନ ଦେଇ ବିରୋଧୀଙ୍କୁ ଟାର୍ଗେଟ କରି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଅନେକ ଲୋକ ଆସିବେ, ମଞ୍ଚଉପରେ ଭାଷଣ ଦେଇ ଚାଲିଯିବେ । ମାତ୍ର ମୁଁ ସେପରି ଲୋକ ନୁହେଁ ।

ସୂଚନାନୁଯାୟୀ , ଲୋକଙ୍କ ସେବା କରିଚାଲିବି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଠାରେ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ 5-Tଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଯୋଗ ଦେଇଥିବାବେଳେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ଼ କରିଥିଲେ ଜଣେ ଯୁବକ । ଏହା ପରେ ମଞ୍ଚ ଉପରୁ ଏମିତି କିଛି କହିଥିଲେ ପାଣ୍ଡିଆନ । ବିଗ ବସ ଫେମ୍ ଶିବ ଠାକରେ-ଅବ୍ଦୁ ରୋଜିକଙ୍କୁ ED ସମନ ଫାଇଭ-ଟି ଅଧ୍ୟକ୍ଷ କହିଛନ୍ତି ସେ ଗତଥର ସୋରଡା ଆସିବାବେଳେ ୪୪୦ଟି ଦରଖାସ୍ତ ପାଇଥିଲେ । ସେଥିରୁ ୪୦୦ଟି ସମସ୍ୟାର ସମାଧାନ ହୋଇଛି । ଅବଶିଷ୍ଟ ଦରଖାସ୍ତ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ।

Related posts

୨୧ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡି 

mahabharatanews

ବିପଦରେ ପରିବାର; ଛାତରୁ ଗଳୁଛି କଂକ୍ରିଟ

mahabharatanews

ବଢୁଛି ତାତି; ରାଜ୍ୟବାସୀଙ୍କ ପାଇଁ ଏସ୍‌ଓପି ଜାରି

mahabharatanews