ଓଡିଶା

ବଢୁଛି ଶୀତ

(ଭୁବନେଶ୍ୱର) : ଶୀତରେ ଥରୁଛି ଓଡ଼ିଶା । ଧୀରେ ଧୀରେ ରାତିର ତାପମାତ୍ରା କମିବାରେ ଲାଗିଛି । ଏଥି ମଧ୍ୟରେ ଗତକାଲି ୧୫ ଡିଗ୍ରୀ ତଳେ ରହିଛି ୨୪ ସହରର ତାପମାତ୍ରା ।

ସୂଚନାନୁଯାୟୀ , ୮ ପ୍ରବଳ ଶୀତ ଯୋଗୁଁ ଲୋକେ ସ୍ଥାନେ ସ୍ଥାନେ ନିଆଁ ଲଗାଇ ଉପଶମ ଲାଭ କରୁଥିବା ଦେଖିବାକୁ ମିଳିଛି । ଆଉ ଶୀତ ବଢିବା ସହ ପାର୍କ ଓ ରାସ୍ତା କଡ ଗୁଡିକରେ ଲୋକେ ପ୍ରାତଃ ଭ୍ରମଣ କରୁଛନ୍ତି । ସକାଳୁ ସକାଳୁ ଚା’ ଦୋକାନରେ ଭିଡ ଜମୁଛି । ଗରମ ଚା’ ପିଇ ଶୀତର ମଜା ନେଉଛନ୍ତି ଲୋକେ । ତେବେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଓ କନ୍ଧମାଳର ଜି. ଉଦୟଗିରି ଅଞ୍ଚଳରେ ଗତକାଲି ଠାରୁ ପ୍ରବଳ ଶୀତ ଲାଗି ରହିଛି । ଏହା ପରେ ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ।

Related posts

ଆଜି ରସଗୋଲା ଦିବସ, ପାହାଳରେ ପ୍ରବଳ ଭିଡ଼  

mahabharatanews

ଖୋର୍ଦ୍ଧାରୁ ସର୍ବାଧିକ ୪୮୨ ସଂକ୍ରମିତ ଚିହ୍ନଟ

mahabharatanews

ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ

mahabharatanews