ବିଶ୍ୱ

ବହୁଦେଶୀୟ ସମରାଭ୍ୟାସରେ ଭାଗ ନେବେ ଭାରତୀୟ ମହିଳା

ବହୁଦେଶୀୟ ସମରାଭ୍ୟାସରେ ଭାଗ ନେବେ ଭାରତୀୟ ମହିଳା । ଫ୍ରାନ୍ସରେ ହେବାକୁ ଥିବା ସମରାଭ୍ୟାସ ‘ଓରିୟନ’ରେ ଭାଗ ନେବେ ଭାରତୀୟ ରାଇଫଲ ପାଇଲଟ ଶିବାଙ୍ଗୀ । ବହୁଦେଶୀୟ ସମରାଭ୍ୟାସ ‘ଓରିୟନ୍’ରେ ରାଫେଲ୍ ଲଢୁଆ ବିମାନ ଚଳାଉଥିବା ପ୍ରଥମ ଭାରତୀୟ ମହିଳା ପାଇଲଟ୍ ଶିବାଙ୍ଗୀ ସିଂହଙ୍କୁ ଭାରତୀୟ ବାୟୁସେନା ଟିମ୍ରେ ସାମିଲ କରାଯାଇଛି ବୋଲି ଭାରତୀୟ ବାୟୁସେନାର ଅଧିକାରୀମାନେ କହିଛନ୍ତି । ଶିବାଙ୍ଗୀ ହେଉଛନ୍ତି ରାଫେଲ୍ ସ୍କ୍ୱାଡ୍ରନ୍ର ପ୍ରଥମ ମହିଳା ପାଇଲଟ୍ ଏବଂ ‘ମଲ୍ଟି-ରୋଲ୍ ଏୟାର୍ ଡୋମିନେନ୍ସ’ ବିମାନ ଚଳାଇ ସେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି।ଏହି ସମରାଭ୍ୟାସରେ ଭାରତ ତାର ରାଇଫେଲ ଲଢୁଆ ବିମାନ ପ୍ରଥମ କରି ପଠାଇଥିବା କୁହାଯାଉଛି ।

Related posts

ବେଜିଙ୍ଗ୍‌ରେ ପ୍ରବଳରୁ ଅତି ପ୍ରବଳ ବର୍ଷା

mahabharatanews

କାଜାକିସ୍ତାନରେ ନୂଆ ନିୟମ

mahabharatanews

ଆର୍ଥ ଆୱାର: ଦେଶକୁ ବିଦ୍ୟୁତ ସଙ୍କଟରୁ ମୁକ୍ତି ଦେବ ୬୦ ମିନିଟ୍ ଅନ୍ଧକାର

mahabharatanews