Uncategorized

ବାଘଙ୍କୁ ଦିଅ।ଯାଉଛି ଗଛ ଚଢ଼ା ଟ୍ରେନିଂ

(ମହାଭାରତ): ଇଂଲଣ୍ଡର ଜେଡ୍ଏସ୍ଏଲ୍ ହ୍ୱିପ୍ସ୍ନାଡେ ଚିଡ଼ିଅ ।ଘରରେ ଥିବା ସାଇବେରିଅ । ବାଘଙ୍କୁ ଗଛ ଚଢ଼ା ଟ୍ରେନିଂ ଦିଅ ।ଯାଉଛିା ଏହା ସହିତ ଶିକାର କିପରି କରିବାକୁ ହୋଇଥାଏ ସେନେଇ ଅ ।ବଶ୍ୟକ ଟ୍ରେନିଂ ବି ଦିଅ ।ଯାଉଛି । ଚିଡ଼ିଅ ।ଘରେ ରହି ରହି ବାଘ ବୋଟସ୍ମେନ୍ ଏବଂ ବାଘୁଣୀ ନାୟା ଦୀର୍ଘଦିନ ଧରି ରୋଗଗ୍ରସ୍ତ ଥିଲେୟ ସେମାନେ ସୁସ୍ଥ ହେବାପରେ ସାଧାରଣ କାର୍ଯ୍ୟ କଳାପ ଭୁଲି ଯାଉଥିବାରୁ ଚିଡ଼ିଅ ।ଘର କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ବୋଟସ୍ମେନ୍ ଏବଂ ନାୟାଙ୍କ ସହିତ ଅନ୍ୟ ୨ ସାଇବେରିଅ ।ନ୍ ବାଘଙ୍କୁ ମଧ୍ୟ ଏଭଳି ଟ୍ରେନିଂ ଦିଅ ।ଯାଉଛି । ଏନକ୍ଲୋଜର ବାହାରେ ପ୍ରାକୃତିକ ପରିବେଶରେ ଏଭଳି କରିବା ଦ୍ୱାରା ବାଘ ଗୁଡ଼ିକର ବ୍ୟାୟାମ ହେବା ସହିତ ସେମାନେ ସୁସ୍ଥ ରହିପାରିବେ ବୋଲି ଚିଡ଼ିଅ ।ଘର କର୍ତ୍ତୃପକ୍ଷ କହିଛନ୍ତି ।

Related posts

ଦେଶରେ ୨୪ ଘଣ୍ଟାରେ ୧୦୦ ଜଣଙ୍କ ମୃତ୍ୟୁ, ୩୯୬୭ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

ମାସ୍କ୍‍ ପରିଧାନ କରିବା ଓ ଶାରୀରିକ ଦୂରତା ସଂକ୍ରମଣରୁ ସୁରକ୍ଷିତ ରଖିବ: ଡବ୍ଲୁଏଚଓ

mahabharatanews

ରାପିଡ ରେସ୍ପନ୍ସ ମୋବାଇଲ ଲାବେରୋଟୋରୀ ଶୁଭାରମ୍ଭ

mahabharatanews