ଓଡିଶା

ବାତ୍ୟାର ସ୍ଥିତି ଅନୁଧ୍ୟାନ କଲେ ୫ ଟି ସଚିବ ଓ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ବାତ୍ୟା ସ୍ବତନ୍ତ୍ର ରିଲିଫ କମିସନରଙ୍କ ଅଫିସ୍ରେ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ତାଙ୍କ ସହ ୫ଞ ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି।ପାରାଦୀପରେ ସର୍ବାଧିକ ୧୪୪ ମିମି ବର୍ଷା ରେକର୍ଡ ହୋଇଛି। ବାତ୍ୟା ମୁକାବିଲା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି। ବାତ୍ୟା ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତି। ମୋଟ୍ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ଅସିତ ତ୍ରପାଠୀ କହିଛନ୍ତି । ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଦେଇ କହିଛନ୍ତି ଯେ ଆଗାମୀ ୬ ଘଣ୍ଟା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। କୌଣସି ବଡ଼ ଧରଣର କ୍ଷୟ କ୍ଷତିର ସୂଚନା ଆସିନାହିଁ ବୋଲି ଅସିତ ତ୍ରପାଠୀ କହିଛନ୍ତି। ତେବେ ବାତ୍ୟା ଶେଷ ନ ହେଲା ପର୍ୟ୍ୟନ୍ତ ସମସ୍ତେ ସତର୍କ ରୁହନ୍ତୁ ବୋଲି ମଧ୍ୟ କହିଛନ୍ତି କ୍ଷ

Related posts

ରାୟଗଡ଼ା ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟା ବନ୍ଦ ପାଳନ

mahabharatanews

ଜୟପୁରକୁ ଉଡ଼ିଲା ଦ୍ଵିତୀୟ ବିମାନ

mahabharatanews

ଜମୁଛି ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର

mahabharatanews