ମନୋରଞ୍ଜନ

ବିରୁସ୍କାଙ୍କୁ ମିଳିଲା ନିମନ୍ତ୍ରଣ ପତ୍ର

(ମୁମ୍ବାଇ) : ବିରାଟ କୋହଲିଙ୍କୁ ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ମିଳିଲା ନିମନ୍ତ୍ରଣ ପତ୍ର ।  ଏହି ସମୟରେ ବିରାଟ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ। ମଙ୍ଗଳବାର ରାମ ମନ୍ଦିର ତିର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ କରାଯାଇଛି ।

ସୂଚାନୁଯାୟୀ , ଭାରତର ସର୍ବଶ୍ରେଷ୍ଠ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ମଧ୍ୟ ନିମନ୍ତ୍ରଣ ପାଇଛନ୍ତି । ସୁରକ୍ଷା ବଳୟରେ ରାମ ନଗରୀ ଅଯୋଧ୍ୟା, ଜଗିବେ ସ୍ପେଶାଲ ଟିମ୍ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର କଳାକାର, ବୈଜ୍ଞାନିକ, କ୍ରୀଡ଼ାବିତ ସମେତ ବିଭିନ୍ନ କ୍ଷେତ୍ରର ସେଲିବ୍ରେଟିମାନଙ୍କୁ ନିମନ୍ତ୍ରଣ କରାଯାଇଛି | ନିମନ୍ତ୍ରଣ ପାଇବା ପରେ ସଚିନ ତେନ୍ଦୁଲକର ଏବଂ ଧୋନି ଜାନୁୟାରୀ ୨୨ରେ ଅଯୋଧ୍ୟାରେ ପହଞ୍ଚି ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ ବୋଲି ସମ୍ପୂର୍ଣ୍ଣ ଆଶା ରହିଛି।

Related posts

ଦ୍ରିଶାଙ୍କ ହାତ ଧରିବେ ଅଭିନେତା କରଣ  

mahabharatanews

“ମେନକା ଗାନ୍ଧି ଆମ ପରିବାରକୁ ଶାନ୍ତି ବଞ୍ଚିବାକୁ ଦିଅନ୍ତୁ” : ଏଲଭିଶଙ୍କ ବାପା

mahabharatanews

ଭୋ ଭୋ ହୋଇ କାନ୍ଦିଲେ ଅଭିନେତା ରିତେଶ

mahabharatanews