ଓଡିଶା

 ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀଙ୍କ ଆଖି ଛଳ ଛଳ 

(ପୁରୀ) : ପ୍ରକଳ୍ପ ଲୋକାର୍ପଣ ବେଳେ ଖୁସିରେ କାନ୍ଦି ପକାଇଲେ ମୁଖ୍ୟମନ୍ତ୍ରୀ । ୭୦୦ ବର୍ଷର ବ୍ୟବଧାନରେ ପୁଣି ନୂଆ ରୂପ ପାଇଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବ । ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଜି ହୋଇଛି ଶୁଭ ଲୋକାର୍ପଣ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀରେ ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ନିମନ୍ତେ ପହଞ୍ଚିବା ପରେ ଅତ୍ୟନ୍ତ ଭାବବିହ୍ବଳ ହୋଇ ପଡିଥିବା ଦେଖିବାକୁ ମିଳିଥିଲା ।

ସୂଚନାନୁଯାୟୀ , ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ଆଖି ଛଳ ଛଳ ହୋଇଯାଇଥିଲା ମୁଖ୍ୟମନ୍ତ୍ରୀଙ୍କର । ଏହାପରେ ତାଙ୍କ ଆଖିରୁ ବାରମ୍ବାର ଲୁହ ଝରୁଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ବର୍ଷର ଏହି ପ୍ରକଳ୍ପ ବାସ୍ତବ ରୂପ ନେବା ପରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦିତ ହୋଇପଡିଥିଲେ। ଏପରିକି ଶ୍ରୀମନ୍ଦିର ଚାରିପାଖରେ ମୁଖ୍ୟମନ୍ତ୍ରୀ ପାଦରେ ଚାଲି ଚାଲି ପରାକ୍ରମା କରିଥେଲେ । ଯୁକ୍ତ ତିନି ପାସ୍ କରିଥିଲେ ସରକାରୀ ଚାକିରୀ ସୁଯୋଗ ସେହିପରି ୪ ବର୍ଷରେ ୫୦୦ ଥର ଶ୍ରୀମନ୍ଦିର ଯାଇଛନ୍ତି ଭିକେ ପାଣ୍ଡିଆନ ।

Related posts

ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

mahabharatanews

ପ୍ରବଳ ବର୍ଷା : ୭ଜିଲ୍ଲାକୁ  ଅରେଞ୍ଜ ୱାର୍ଣ୍ଣିଂ ଜାରି 

mahabharatanews

ମହେନ୍ଦ୍ର ତନୟା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

mahabharatanews