Uncategorized

ବେତନ ନ କାଟିବା ନିର୍ଦ୍ଦେଶରୁ ସରକାର ଓହରିଗଲେ

ନୂଆଦିଲ୍ଲୀ: ଦେଶ ବ୍ୟାପୀ ଲକଡାଉନ ଜାରି ହୋଇଛି । ଏହି ସମୟରେ ସମସ୍ତ ଦୋକାନ, ବଜାର, କଳ କାରଖାନାକୁ ବନ୍ଦ କରାଯାଇଥିବା ବେଳେ କିନ୍ତୁ କେନ୍ଦ୍ର ସରକାର କହିଥିଲେ କି, ଏହି ସମୟ ମଧ୍ୟରେ କର୍ମଚାରୀଙ୍କ ବେତନ କଟାଯିବ ନାହଁ । କିନ୍ତୁ ଏହି ନିର୍ଦ୍ଦେଶରୁ ଓହରି ଯାଇଛନ୍ତି କେନ୍ଦ୍ର ସରକାର । ଲକ୍ ଡାଉନ୍ କରାଯିବାର କିଛି ଦିନ ପରେ ଗୃହ ସଚିବ ମାର୍ଚ୍ଚ ୨୯ରେ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ସମସ୍ତ କମ୍ପାନୀ ଏବଂ ଅନ୍ୟ ଉଦ୍ୟୋଗଗୁଡିକୁ କହିଥିଲେ ଯେ, ସଂସ୍ଥା ବନ୍ଦ ଥିବା ସତ୍ତ୍ବେ ମଧ୍ୟ ମାସ ଶେଷରେ କର୍ମଚାରୀମାନଙ୍କୁ କୌଣସି କାଣ୍ଟଛାଟ୍ ନକରି ସମ୍ପୂର୍ଣ୍ଣ ବେତନ ଦିଅନ୍ତୁ । ଏହାକୁ ନେଇ କମ୍ପାନୀଗୁଡିକ ଆଶ୍ୱସ୍ତ ହୋଇଛନ୍ତି ।

Related posts

ବାଦୁଡ଼ି ପ୍ରେମରେ ବୃଦ୍ଧା

mahabharatanews

ଧାରା ୩୭୦ ଉଚ୍ଚେଦକୁ ପୁରିଲା ୧୪୫ ଦିନ

mahabharatanews

ରାଣାୱତ ଭଉଣୀଙ୍କ ନାମରେ ଦେଶଦ୍ରୋହ ମାମଲାରେ ସମନ

mahabharatanews