ଓଡିଶା

ବୈତରଣୀ ମିଶନ ଶକ୍ତି ତରଫରୁ ରିଲିଫ ପାଣ୍ଠିକୁ ଦାନ

(ପାଟନା, ବିଜୟ କୁମାର କାରୁଆ ) : ମହାମାରୀ ପରି ଦେଶରେ ଭୟା ଭୟ ଆତଙ୍କ ସୃଷ୍ଟି କରିଛି କରୋନା । ଦେଶ ରେ ବିଭିନ୍ନ ଗୋଷ୍ଠୀ ରୁ ବିଭିନ୍ନ ସଙ୍ଗଠନ ଗୁଡିକ ରୁ ସହାୟତା ର ହାତ ବଢ଼ାଇ ଅର୍ଥ ରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ସାହାଯ୍ୟ କରିଚାଲି ଛନ୍ତି । ସେହି କେନ୍ଦୁଝରଜିଲ୍ଲା ପାଟଣା ବ୍ଲକ ବୈତରଣୀ ମହିଳା ମିଶନ ଶକ୍ତି ର ଶ୍ରମଅର୍ଥ ରାଶି ରୁ ସଭାନେତ୍ରୀ କ୍ଷୀରମଣୀ ମହାନ୍ତ ସମ୍ପାଦିକା ଖୁଲଣା ମହାନ୍ତ ଓ ସଦସ୍ୟା ମହିମା ରାଉତ ପାଟଣା ବ୍ୟାଙ୍କ ଅଫ ଇଣ୍ଡିଆ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରଲିଫ ପାଣ୍ଠି କୁ ମ୍ୟାନେଜର ଗୋବିନ୍ଦ ଚନ୍ଦ୍ର ସାହୁ ଙ୍କ ଜରିଆ ରେ ଏକ ୨୫ ହଜାର ଟଙ୍କା ର ଚେଙ୍କ ପ୍ରଦାନ କରିଛନ୍ତି।

Related posts

ବଲାଙ୍ଗୀରରେ ଝାଡ଼ାବାନ୍ତି ନେଲାଣି ୩ ଜୀବନ,୫୦ରୁ ଅଧିକ ଆକ୍ରାନ୍ତ

mahabharatanews

ଲକଡାଉନକୁ କେନ୍ଦ୍ର କରି ଉତ୍ତେଜନା

mahabharatanews

ଡଟ୍ ଫେଷ୍ଟ ଅଷ୍ଟମ ସଂଧ୍ୟାରେ ସ୍ୱତନ୍ତ୍ର ମଜ୍ଜା ନେଲେ ଭିକାରୀ , ଆଶ୍ରୟସ୍ଥଳୀ ଅନ୍ତେବାସୀ ଏବଂ କିନ୍ନର ଭୁବନେଶ୍ୱର;

mahabharatanews