ଓଡିଶା

ସଂରକ୍ଷଣ ହାର ପରିବର୍ତ୍ତନ କରିବେ ସରକାର

ମେଡିକାଲ ଶିଖା ପାଇଁ SC ଓ ST ବର୍ଗଙ୍କ ପାଇଁ ସଂରକ୍ଷଣ ହାର ପରିବର୍ତ୍ତନ କରିବେ ସରକାର. ଏନେଇ ଚିନ୍ତା କରୁଛନ୍ତି ରାଜ୍ୟ ସରକାର. ରାଜ୍ୟରେ ମେଡିକାଲ ଶିକ୍ଷାକ୍ଷେତ୍ରରେ SC ବର୍ଗଙ୍କ ପାଇଁ 8 % ଓ ST ବର୍ଗଙ୍କ ପାଇଁ 12%ସଂରକ୍ଷଣର ବ୍ୟବସ୍ଥା ରହିଛି. ବିଜେଡି ବିଧାୟକ ସାରଦା ନାୟକଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଲିଖିତ ଉତ୍ତର.

Related posts

ସରକାରଙ୍କ ତାଗିଦ: ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ହେବ କାର୍ଯ୍ୟାନୁଷ୍ଠାନ

mahabharatanews

ନିଖୋଜ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

୨୮ରେ ପଦ୍ମପୁର ଲୋକ ମହୋତ୍ସବ

mahabharatanews