ଭାରତ

ବୈଷୟିକ ତ୍ରଟି ପାଇଁ ମିଗ୍ ବିମାନ କ୍ରାସ ହୋଇଛି

ବ୍ୟୁରୋ :ମିଗ୍ ବିମାନ ସହ ଏକ ବଡ ଧରଣର ର୍ଦୁଘଟଣା ଘଟିଛି । ଏହି ର୍ଦୁଘଟଣାଟି ଗୋଆର ସମୁଦ୍ର ତଟରେ ହୋଇଥିବା ଜଣାପଡିଛି । ଭାରତୀୟ ନୈ÷ସେନାର ମିଗ୍-୨୯ଳ ଉଡାଣ ବେଳେ ସମୁଦ୍ରକୁ ଖସି ପଡଥିିଲା । ର୍ଦୁଘଟଣାରେ ପାଇଲଟକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ବିମାନର ବୈ÷ଷୟିକ ତ୍ରୁଟି ପାଇଁ ଏହି ର୍ଦୁଘଟଣା ଘଟିଥିବା ଜଣାପଡିଛି । ଭାରତୀୟ ନୈ÷ସେନା ପକ୍ଷରୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାୟୁସେନାରେ ମୋଟ ୭୦ ମିଗ୍ ବିମାନ ରହିଛି ନୈ÷ସେନାରେ ବି ମିଗ୍ ବିମାନ ରହିଛି । ଗତ ଜୁଲାଇରେ ରାଜସ୍ଥାନରେ ହୋଇଥିବା ବିମାନ ର୍ଦୁଘଟଣାରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଥିଲା ।

Related posts

ଆଜି ଅଟଳଜୀଙ୍କ ପୁଣ୍ୟ ତିଥି; ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ 

mahabharatanews

୮ରେ ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 

mahabharatanews

କେଜ୍ରିୱାଲଙ୍କୁ ଇଡ଼ି ପରେ ସିବିଆଇ କଲା ଗିରଫ

mahabharatanews