ଅପରାଧଓଡିଶା

ଭଉଣୀ ପାଇଁ ଭାଇ ସାଜିଲା ହତ୍ୟାକାରୀ

(କନ୍ଧମାଳ) ; ଭାଇ ଆଗରେ ଭଉଣୀକୁ ଅସାଦାଚରଣ କରିବା ପଡିଲା ମହଙ୍ଗା । ଭଉଣୀକୁ ଅସାଦାଚରଣ କରିବାରୁ ଭାଇ କଲା ହତ୍ୟା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚକାପାଦ ଥାନା ସୁବଳୟାଁ ଗାଁରେ । ବିଚ ରାସ୍ତାରେ ଗୋଡାଇ ଗୋଡାଇ ଯୁବକକୁ ହାଣିଲା ଭାଇ । ଟାଙ୍ଗିଆରେ ହାଣି ହତ୍ୟା କଲା ଭାଇ । ତେବେ ମୃତ ଯୁବକ ଜଣକ ହେଲେ ଯଶୋବନ୍ତ ବେହେରା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ମକରନ୍ଦ ନାୟକକୁ ଅଟକ ରଖି ପଚରା ଉଚରା କରୁଛୀ ପୁଲିସ ।

Related posts

ପୁଣି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

mahabharatanews

ବନ୍ଦ ଘରେ କଳାକନା ବୁଲାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଲେ ଦୁର୍ବୁତ୍ତ

mahabharatanews

ଅକ୍ଟୋବର ୧୬ରେ ଓସିଏସ ପ୍ରିଲିମନାରୀ ପରୀକ୍ଷା

mahabharatanews