ଓଡିଶା

ଭଦ୍ରକରେ ଫସିଥିବା ଶ୍ରମିକଙ୍କ ପାଇଁ ଜାରିହେଲା ହଲପ୍ ଲାଇନ ନଂ

ଭୁବନେଶ୍ୱର: ଲକଡାଉନ ପାଇଁ ଭଦ୍ରକ ଜିଲ୍ଲାରେ ଅନ୍ୟ ରାଜ୍ୟର ବହୁ ଶ୍ରମିକ ଫସି ରହିଛନ୍ତି । ଏହି ଶ୍ରମିକମାନଙ୍କ ପାଇଁ ସରକାର ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି। ଜିଲ୍ଲା ଶ୍ରମଅଧିକାରୀଙ୍କ ମୋବାଇଲ ନମ୍ବର ଓ ହ୍ୱାଟ୍ସଆପ ନମ୍ବର ଜାରି କରିଛି ଜିଲ୍ଲା ପ୍ରଶାସନ । କୌଣସି ଅଭିଯୋଗ ଥିଲେ ସେହି ସବୁ ନମ୍ବରରେ ଯୋଗାଯୋଗ ପାଇଁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ଯୋଗୁଁ ଜିଲ୍ଲାରେ ଫସିରହିଥିବା ଅନ୍ୟରାଜ୍ୟ ମାନଙ୍କର ଶ୍ରମିକମାନଙ୍କ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି । ତେବେ ଜାରି କରାଯାଇଥିବା ନମ୍ବର ଗୁଡିକ ହେଉଛି ଯଥାକ୍ରମେ- ୧୮୦୦୩୪୫୬୭୦୩, ହ୍ୱାଟ୍ସ ଆପ ନଂ ୭୦୦୮୧୧୦୭୧୭ ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନମ୍ବର – ୯୯୩୭୪୬୦୯୭୩ ରହିଛି । କୌଣସି ଅସୁବିଧା ହେଲେ ଏହି ନମ୍ବରେ ଯୋଗଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Related posts

ଏକ ଅଜଣା ବ୍ୟକ୍ତିକୁ ଉଦ୍ଧାର, ଡାକ୍ତରଖାନାକୁ ସ୍ଥାନାନ୍ତର

mahabharatanews

 ଭାଗବତ ପ୍ରଧାନ ଓ ବିନୋଦ ମହାରଣାଙ୍କୁ ପଦ୍ମଶ୍ରୀ ସମ୍ମାନ

mahabharatanews

୫୦ ବସ୍ତା କୋଇଲା ଜବତ, ୧ ଗିରଫ

mahabharatanews