ଲକ୍ଷେ୍ନø: କେନ୍ଦ୍ର ସରକାର ଭାରତକୁ ରକ୍ଷା ବିନିର୍ମାଣ କେନ୍ଦ୍ର କରି ଗଢି ତୋଳିବା ଦିଗରେ କାର୍ଯ୍ୟ କରୁଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନ।ଥ ସିଂହ ୨୦୨୦ ରକ୍ଷା ଏକ୍ସପୋ ଉଦ୍ଘାଟନ କରିବା ଅବସରରେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦି ବେନ ପଟେଲ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ଏହି ଉଦ୍ଘାଟନୀ ଉତ୍ସବରେ ଯୋଗଦେଇଛନ୍ତି ।
ଏହା ପୂର୍ବରୁ, ଆଜି ଓମାନର ରକ୍ଷା ମନ୍ତ୍ରୀ ଏମ ସାୟିଦ ବାଦ୍ର ବିନ ସାଉଦ ଅଲ ବୁସାଇଦି ରକ୍ଷା ମନ୍ତ୍ରୀଙ୍କ ସହ ଲକ୍ଷେ୍ନøଠାରେ ବୈଠକ କରିଥିଲେ । ଓମାନ ଡିଫେନ୍ସ ମନ୍ତ୍ରୀ ବହୁ ଉଚ୍ଚସ୍ତରୀୟ ବ୍ୟକ୍ତିବିଶେଷଙ୍କ ସହ ଭାରତକୁ ଆସଛନ୍ତି ଓ ସେ ଡିଫେନ୍ସ ଏକ୍ସପୋରେ ମଧ୍ୟ ଯୋଗ ଦେଇଛନ୍ତି । ଏହି ଏକ୍ସପୋ ମ।।ଧ୍ୟମରେ ନୂତନ ପ୍ରଜୁକ୍ତି ବିଦ୍ୟା, ଓ ପ୍ରଯୁକ୍ତି ବିଦ୍ୟାର ସମ।।ଧାନ ଆଣିବ । ଏହି ଏକ୍ସପୋରେ ଦେଶ ତଥା ଦେଶ ବାହ।।ରର ବିଭିନ୍ନ ଅସ୍ତ୍ର ନିର୍ମାଣକାରୀ କମ୍ପାନୀ ସେମାନଙ୍କ ଉତ୍ପାଦ ଓ ସେବାକୁ ପ୍ରଦର୍ଶନ କରିବେ ।
