ଅପରାଧଓଡିଶା

ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ ବିଭାଗର ବଡ଼ ଅଫିସର 

(ସୋନପୁର / ଓମ ପ୍ରକାଶ ମିଶ୍ର) ; ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଡାକ୍ତର ନବକିଶୋର ବେହେରା ନିଜ ଅଧିସ୍ଥନ କର୍ମଚାରୀ ବିଦ୍ୟୁତ ପ୍ରକାଶ ଖମାରୀଙ୍କ ଠାରୁ ଚାକିରୀ ଚୁକ୍ତି ବୃଦ୍ଧି କରିବାକୁ ୧୬.୦୦୦ ହଜାର ଟଙ୍କା ନେଉଥିବା ବେଳେ ପୂର୍ବରୁ ସୂଚନା ପାଇ ଛପି ରହିଥିବା ସୋନପୁର ଭିଜିଲାନ୍ସ ଟିମ ଡାକ୍ତର ଙ୍କୁ କାବୁ କରିଥିଲେ କ୍ଷଓଏହା ସହିତ ଡାକ୍ତରଙ୍କ ସୁବର୍ଣ୍ଣପୁର ସ୍ଥିତ ସରକାରୀ ବାସଭବନ, ଡୁଙ୍ଗୁରିପାଲି ବାସଭବନ ଓ ନିଜ ପୈତୃକ ଘର କନ୍ଧମାଳରେ ଥିବା ଘରେ ମଧ୍ୟ ଏକ ସମୟରେ ଚଢଉ ଜାରି ରଖିଥିବା ବେଳେ ଡାକ୍ତରଙ୍କୁ ସୋନପୁର ଭିଜିଲାନ୍ସ କାର୍ୟ୍ୟାଳୟରେ ରଖି ଅଧିକ ଅନୁସନ୍ଧାନ ଜାରୀ ରଖିଥିବା ସୂଚନା ଦେଇଛନ୍ତି ସୋନପୁର ଭିଜିଲାନ୍ସ ବିଭାଗ କ୍ଷ ମହାଦୁର୍ନୀତିରେ ଏକ ବଡ଼ ମାଛ ଭିଜିଲାନ୍ସ ଜାଲରେ ପଡ଼ିଛି ବୋଲି ସ୍ଵାସ୍ଥ ବିଭାଗକୁ ଲୋକେ ସମାଲୋଚନା କରୁଛନ୍ତି ଓ ବୁଦ୍ଧିଜୀବୀ ଭିଜିଲାନ୍ସବିଭାଗ କୁ ପ୍ରଶଂସା ମଧ୍ୟ କରିଛନ୍ତି କ୍ଷ ଡା, ଶ୍ରୀ ବେହେରାଙ୍କ ନାଁରେ ପୂର୍ବରୁ ଲାଞ୍ଚ ବ୍ୟତୀତ ଲୋକେ ଆହୁରି ଅନେକ ପ୍ରକାର ଅଭିଯୋଗ କରିଆସୁଥିଲେ ।

 

Related posts

ଜାମଚୁଆ ପ୍ରଧାନମନ୍ତ୍ରୀ ସଡକ ଶୋଚନୀୟ: ଲୋକେ ହନ୍ତସନ୍ତ

mahabharatanews

ଖୋର୍ଦ୍ଧା ପୋଲିସ ପ୍ରଶାସନ ପକ୍ଷରୁ କୋଭିଡ୍ ସଚେତନତା ରଥ ର ଉଦଘାଟନ

mahabharatanews

ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିଷ୍ପତ୍ତି‎…

mahabharatanews