(ହିଞ୍ଜିଳି/ ଋକ୍ସନୀକାନ୍ତ ପାତ୍ର): ମଦ ଚୋରା ଚାଲଣି କରୁଥିବା ଅଭିଯୋଗଣେରଗଡ ପୁଲିସ ୬ ଜଣ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ଅମୂଲ୍ୟ କୁମାର ପଣ୍ଡା,ପ୍ରଶାନ୍ତ କୁମାର ସାହୁ,ରତ୍ନାକର ସାହୁ, ମିଟୁ ପ୍ରଧାନ, ଧନୁ ଗୌଡ଼, ସୁଶାନ୍ତ କୁମାର ଗୌଡ଼ । ପୁଲିସ ସେମାନଙ୍କ ଠ।।ରୁ ବିପୁଳ ସଂଖ୍ୟାରେ ମଦ ଓ ଏକ ବୋଲେରୋ ଗାଡି ଜବତ କରିଛି । ସୂଚନାନୁଯାୟୀ ଶନିବାର ଦିନ ଗଞ୍ଜାମ ଜିଲ୍ଲା ଶେରଗଡ଼ ଚାରି ଛକରେ ଏକ ବିଦେଶୀ ମଦ ବୋଝେଇ ବୋଲେରୋ (ଓଡି ୦୭ ଆର୍ ୬୯୭୨) ଯାଉଥିବା ଖବର ପାଇ ଶେରଗଡ଼ ଏସ୍ଡିପିଓ ସୂର୍ୟ୍ୟମଣି ପ୍ରଧାନଙ୍କ ଚଢାଉ କରିଥିଲେ । ଚଢାଉ ବେଳେ ସେଥିରୁ ବିପୁଳ ସଂଖ୍ୟାରେ ବିଦେଶୀ ମଦ ସହ ୬ ଜଣ ଯୁବକଙ୍କୁ ଗିରଫ କରିଥିଲା ପୁଲିସ । ଏନେଇ ଶେରଗଡ଼ ଥାନାରେ ୪୮/୨୦ରେ ଏକ ମାମଲା ରୁଜୁ ହୋଇଛି। ଏହି ବୋଲେରୋ ମଦ ବୋଝେଇ କରି ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ଏସ୍ଡିପିଓ ସୂର୍ୟ୍ୟମଣି ପ୍ରଧାନ ଏବଂ ଶେରଗଡ଼ ଥାନାଧିକାରୀ ରମେଶ ଚନ୍ଦ୍ର ଦାସ ଚାରିଛକରେ ଉକ୍ତ ବୋଲେରୋକୁ କାବୁ କରିଥିଲେ। ଜବତ ଗାଡ଼ି ଶେରଗଡ ଥାନାରେ ରଖାଯାଇଛି। ଉକ୍ତ ଗାଡ଼ିରେ ଯାଉଥିବା
previous post