Uncategorized

ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା, ନେତାଙ୍କ ଘରେ ପୋଲିସ

ଭୁବନେଶ୍ୱର: ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଦେବା ଅଭିଯୋଗ ଘଟଣାରେ ବିଜେଡି ନେତା ରଘୁନନ୍ଦନ ଦାସଙ୍କ କ୍ୱାର୍ଟର୍ର୍ସରେ ପହଂଚିଛି ପୋଲିସ । ତଦନ୍ତ ଓ ପଚରାଉଚରା ପାଇଁ ପୂର୍ବତନମନ୍ତ୍ରୀ ରଘୁନନ୍ଦନ କ୍ୱାର୍ଟର୍ସରେ ପହଂଚିଲା କ୍ୟାପିଟାଲ ଥାନା ପୋଲିସ । ସୂଚନା ଅନୁସାରେ କାଲି ଜଣେ ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ମହିଳା ସାମ୍ବାଦିକ । ଅଭିଯୋଗ ଅନୁସାରେ ଖବର ସଂଗ୍ରହ ପାଇଁ ମହିଳା ସାମ୍ବାଦିକ ଜଣଙ୍କ ଯାଇଥିବା ବେଳେ ଏଭଳି କରିଥିଲେ ରଘୁନନ୍ଦନ । ଯାହାକୁ ନେଇ କ୍ୟାପିଟାଲ ଥାନାରେ ଏତଲା କରିଥିଲେ ସାମ୍ବାଦିକା ।

Related posts

ଅର୍ଦ୍ଧସାମରିକ ଫୋର୍ସର ବିଲୟ ଯୋଜନା ପ୍ରସ୍ତୁତ

mahabharatanews

ହିଂସା ପୀଡିତଙ୍କୁ କ୍ୟାମ୍ପସରେ ଆଶ୍ରୟ ନଦେବାକୁ ଜେଏନୟୁର ଚେତାବନୀ

mahabharatanews

ଓଏନଜିସି ତୈଳ ବିଶୋଧନାଗାରରେ ନିଆଁ

mahabharatanews