ମାଲକାନଗିରି: ସରକାରକଙ୍କ ଟିକସ ନିଶାରେ ବିଭିନ୍ନ ସ୍ଥାନରେ ଠିପି ଖୋଲା ମଦ ଦୋକାନ ଖୋଲାଯାଇଛି । ଖୋଲା ଖୋଲି ଭାବେ ମଦ କାରବାର ଯୋଗୁଁ ମଦ୍ୟପ ଓ ଅସାମାଜିକ ତତ୍ୱ ମାନେ ସର୍ବ ସାଧାରଣ ସ୍ଥାନ ବିଦ୍ୟାଳୟ ନିକଟରେ ବିଭିନ୍ନ କାଣ୍ଡ ଘଟାଉଛନ୍ତି । ହେଲେ ଏଥିପ୍ରତି ପ୍ରଶାସନ ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । ଦୋକାନ ଭିତରେ ମଦ ପିଇବା ନିୟମ ରହିଥିବା ବେଳେ ଲୋକମାନେ ବେଅ ।ଇନ ଭାବେ ମଦ ନେଇ ସ୍କୁଲ ପରିସରରେ, ରାସ୍ତାରେ କଡରେ ପିଉଛନ୍ତି । ମଦ ଦୋକାନ ନିକଟରେ ୩୦୦ ମିଟର ଦୂରରେ ଦୀପ୍ତି କଂନଭେଟ ସ୍କୁଲ ଥିବାବେଳେ ସେଠାରେ ୫୦୦ ରୁ ଅଧିକ ଛାତ୍ର ଛାତ୍ରୀ ପଢୁଛନ୍ତି । ବଙ୍ଗ ପେଟ୍ରୋଲ ପମ୍ପ ମଧ୍ୟ ରହିଛି । କୋମଳମତି ପିଲା ଓ ଯୁବକଙ୍କ ଉପରେ ଏହା ଖରାପ ପ୍ରଭାବ ପକାଇବାର ସମ୍ବବନା ରହିଛି । ସରକାରୀ ନିୟମ ଅନୁସାରେ ମୁଖ୍ୟ ରାସ୍ତା ଓ ଶିକ୍ଷାନୁଷ୍ଠାନର ୫୦୦ ମିଟର ପ୍ରଯ୍ୟନ୍ତ ମଦ ଦୋକାନ ଲାଗିି ଲାଇସେନ୍ସସ ଦିଅ ।ଯାଇ ପାରିବନାହି । ହେଲେ ଏ ଠାରେ ଲାଇସେନ୍ସସ ଦିଅ ।ଯାଇଛି । ଏନେଇ ଲୋକ ମାନେ ତଦନ୍ତ କରିବାପାଇଁ ଦାବୀ କରିଛନ୍ତି ।
previous post
next post