ଓଡିଶା

 ରକ୍ତଦାନ ଶିବିର ଅନୁଷ୍ଠିତ

ଉଦଳା : ମହାମାରୀ କକାରନା ଭୂତାଣୁ ସମଗ୍ର ଭାରତ ବର୍ଷକର କାୟା ବିସ୍ତ।ର କରିସାରିଛି । ଏହି ଭୟାନକ ଭୁତାଣୁର ମୁକାବିଲା ପାଇଁ ଓଡ଼ିଶାକୁ ଲକଡାଉନକର ରଖାଯାଇଛି । ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ କହଉଥିବାକବକଳ ସ୍ୱାସ୍ଥ୍ୟକସବା ବିକଶର୍ ଭାକବ କ ାର ସଙ୍କଟକର ଗତି କରୁଛି । ତାଲାବନ୍ଦ ଥିବାକବକଳ ଓଡିଶାକର ଥିବା ସମସ୍ତ ରକ୍ତଭଣ୍ଡାର ଉପକର ଗୁରୁତର ପ୍ରଭାବ ପଡିଛି । ବିଭିନ୍ନ ଚିକିତ୍ସାଳୟକର ଚିକିତ୍ସିତ କହଉଥିବା ଗଭଷମତି ମହିଳା ଓ ଶିଶୁ ଏବଂ ରକ୍ତହୀନତା କରାଗକର ଶିକାରକର କହଉଥିବା ଥାଲାକସମିଆ, ରକ୍ତ ଶିକୁଳ(ସିକିଲ କସଲ) କରାଗୀମାକନ କିଭଳି ଆବଶୟକୀୟ ରକ୍ତ ପାଇ ପାରିକବ, ସମସ୍ତଙ୍କ ପାଇଁ ଗଭୀର ଚିନ୍ତାର ବିର୍ୟ ସାଜିଛି । ଲକଡାଉନର ପ୍ରଭାବକର କସ୍ୱଚ୍ଛାକୃତ ରକ୍ତଦାତା କକମିତି ଆସି ରକ୍ତଭଣ୍ଡାରକର ପହଞ୍ଚି ରକ୍ତଦାନ କରିକବ ଏବଂ ଶିବିର ଆକୟାଜକମାକନ କିଭଳି ରକ୍ତଦାନ ଶିବିର ଆକୟାଜନ କରି କରାଗୀମାନଙ୍କୁ ବଞ୍ଚାଇପାରିକବ – ତାହାର ‘ମାଗଷଦଶିକା’ ସବଷସାଧାରଣକର ଏ ଯାବତ ପ୍ରକାଶିତ କହାଇପାରିନାହିଁ । ଏଭଳି ସ୍ଥ୍ିତିକର ସମସ୍ତ ରକ୍ତଭଣ୍ଡାରମାନଙ୍କକର ରକ୍ତର ଅଭାବ ବିକଶର୍ ଭାକବ ପରିଲକ୍ଷିତ କହଉଛି ।

କଦଶର ବିପତ୍ତି ସମୟକର ସମକସ୍ତ ଏକଜୁଟ କହବାର ଆବଶୟକତା ରହିଛି । ଏଭଳି ସଙ୍କଟଜନକ ପରିସ୍ଥ୍ିତିକର ରକ୍ତ ଅଭାବରୁ କଜଭଳି କାହାର ମୃତୁୟ ନ କଟ, କସଥିପାଇଁ ଉଦଳା ଅଞ୍ଚଳକର ବିଭିନ୍ନ ଶିକ୍ଷକ ଶିକ୍ଷୟତ୍ରୀଗଣ ସ୍ୱୟଂ ଅଥବା ପ୍ରତିକବଶୀ, ଜ୍ଞାନ୍ତି ପରିଜନମାନଙ୍କୁ ଉଦଳାସ୍ଥ୍ ରକ୍ତଭଣ୍ଡାରକୁ ରକ୍ତଦାନ କରି ଆଦଶଷ କହାଇପାରିଛନ୍ତି । ଗଣମାଧ୍ୟମ ଏ ଦିଗକର ବିକଶର୍ ସହାୟକ କହାଇଛି । ବିଭିନ୍ନ ସମୟକର ଗଣମାଧ୍ୟମ ଠାରୁ ଖବର ଜାଣି ଓ “ରକ୍ତଦାନ ମହାପୁଣୟ, ରକ୍ତଦାନ ମହାପୁଣୟ” ପଂକ୍ତିର ଆଦଶଷକର ଅନୁପ୍ରାଣିତ କହାଇ ଗତ ଏପ୍ରିଲ ୧୧ ତାରିଖକର ଉଦଳା ବଲକ ଅଧିନସ୍ଥ୍ କକାଚିଲାଡ଼ିହା ପଞ୍ଚାଯତର “ପ୍ରଫୁଲ୍ଲଚନ୍ଦ୍ରପୁର ଯୁବକ ସଂ ”ର କମଷକତ୍ତଷାମାନଙ୍କ ମଧ୍ୟରୁ ଅଶ୍ଵନୀ କସନାପତି ଓ ପ୍ରଫୁଲ୍ଲଚନ୍ଦ୍ରପୁର ଆଶ୍ରମ ବିଦୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କବକହରା ବିଦୟାଳୟ ପରିସରକର ଏକ କସ୍ୱଚ୍ଛାକୃତ ରକ୍ତଦାନ ଶିବିର ଆକୟାଜନ କରି ୩୨ ୟୁନିଟ ରକ୍ତ ଦାନ କରିଛନ୍ତି । ଉକ୍ତ ଶିବିରକୁ କପ୍ତିପଦା ଉପଖଣ୍ଡର ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଭଗବାନ କବକହରା ଉଦ ାଟନ କରିଛନ୍ତି । ଉଦଳା ଉପଖଣ୍ଡ ଚିକିତ୍ସାଳୟ ତରଫରୁ ଅଧୀକ୍ଷକ ଡା: ଶିବାନନ୍ଦ ମହାନ୍ତିଙ୍କ ପ୍ରତୟକ୍ଷ ତତ୍ତ୍ଵାବଧାନକର, ରକ୍ତଭଣ୍ଡାରାଧିକାରିଣୀ ଡା: ପ୍ରଜ୍ଞ। ପ୍ରିୟଦଶଷୀ କବକହରା, ସୁଶାନ୍ତ ପଟ୍ଟନାୟକ, କମଳ ନାୟକ, ପ୍ରକାଶ ପଣ୍ଡା ଓ ମାନସ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ଦ୍ଵାରା ରକ୍ତ ସଂଗ୍ରହ କାଯଷୟକ୍ରମ କହାଇଯାଇଛି ।

Related posts

ବାଲିପୁଟ-ସାତକୋଶିଆର ଟେଣ୍ଟ ନିର୍ମାଣ ଶେଷ ପର୍ୟ୍ୟାୟରେ

mahabharatanews

ଠିକା କର୍ମଚାରୀ ଇପିଏଫ ପାଇବାକୁ ହକ୍ଦାର: ସୁପ୍ରିମକୋର୍ଟ

mahabharatanews

ଓମିକ୍ରନ ପରିଚାଳନା ପାଇଁ ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟମନ୍ତ୍ରୀ

mahabharatanews