Uncategorized

ରହସ୍ୟ ପଥର ହାଣ୍ଡି

ମହାଭାରତ: ପୃଥିବୀରେ ଏଭଳି ବହୁ ରହସ୍ୟ ରହିଛି ଯାହାର ସତ୍ୟ ଉନ୍ମୋଚନ କରିବାକୁ ବୈଜ୍ଞାନିକ ମଧ୍ୟ ଅସମର୍ଥ ରହିଛନ୍ତିୟ ଏଭଳି ଏକ ରହସ୍ୟ ଲାଓସ୍ରେ ରହିଛିୟ ଏଠାରେ “ପ୍ଲେନ୍ ଅଫ୍ ଜାର୍’ ବା ଜାର୍ ସମତଳ ଭୂମିରେ ହଜାର ହଜାର ପଥର ହାଣ୍ଡି ଦୃଷ୍ଟି ଗୋଚର ହୋଇଥାଏୟ ଏହାକୁ କିଏ କାହିଁକି ତିଅ ।ରି କରିଥିଲା ତାହାର ଉତ୍ତର କାହା ପାଖରେ ନାହିଁୟ ସ୍ଥାନୀୟ ଶିୟାଙ୍ଗଖୁୟାଙ୍ଗ୍ ପ୍ରଦେଶରେ ୯୦ରୁ ଅଧିକ ପ୍ରତିଶତ ଅଞ୍ଚଳରେ ଏଭଳି ହାଣ୍ଡି ଦେଖିବାକୁ ମିଳିଥାଏୟ କିଛି ହାଣ୍ଡି ଉପରେ ଘୋଡ଼ଣୀ ମଧ୍ୟ ରହିଛିୟ ଏସବୁର ଉଚ୍ଚତା ୧ରୁ ୩ ମିଟର ମଧ୍ୟରେ ହୋଇଥାଏୟ ଭିଏତ୍ନାମ୍ ଯୁଦ୍ଧ ସମୟରେ ୧୯୬୪ରୁ ୧୯୭୩ ମଧ୍ୟରେ ଅ ।ମେରିକା ବାୟୁସେନା ଏଠାରେ ୨୬ କୋଟିରୁ ଅଧିକ ବୋମାମାଡ଼ କରିଥିଲାୟ ବହୁ ବୋମା ଫୁଟି ପାର ନ ଥିଲାୟ ଏବେ କେତେକ ହାଣ୍ଡିରେ ଅଫୁଟା ବୋମା ଦେଖିବାକୁ ମିଳିଥାଏୟ କେତେକ ହାଣ୍ଡିରୁ ବୋମା ହଟାଯାଇଥିବାବେଳେ ଅନ୍ୟ କିଛିରେ ଏହା ରହିଛିୟ ପ୍ରତ୍ନତତ୍ତ୍ୱବିôଙ୍କ ଅନୁସାରେ ଏହି ପଥର ହାଣ୍ଡିଗୁଡ଼ିକ ଲୌହଯୁଗରେ ର୍ନିମିତ ହୋଇଥିଲାୟ ମାତ୍ର ଅନ୍ୟ କେତେକ ଏହାକୁ ଅନ୍ତିମ ସଂସ୍କାର ସମୟରେ ବ୍ୟବହାର କରାଯାଉଥିବା ମତ ଦେଇଥାନ୍ତିୟ ତକ୍ରାଳୀନ ସମୟରେ ଏଥିରେ ଅସ୍ଥି ରଖାଯାଉଥିଲାୟ ଏହି ରହସ୍ୟମୟ ସ୍ଥାନକୁ ୟୁନେସ୍କୋ ପକ୍ଷରୁ ୨୦୧୯ ଜୁଲାଇରେ ବିଶ୍ୱ ସାଂସ୍କୃତିକ ଅଞ୍ଚଳ ଭାବେ ଘୋଷଣା କରାଯାଇଛିୟରହସ ଣ୍ଟର ହ”୧
ପୃଥିବୀରେ ଏଭଳି ବହୁ ରହସ୍ୟ ରହିଛି ଯାହାର ସତ୍ୟ ଉନ୍ମୋଚନ କରିବାକୁ ବୈଜ୍ଞାନିକ ମଧ୍ୟ ଅସମର୍ଥ ରହିଛନ୍ତିୟ ଏଭଳି ଏକ ରହସ୍ୟ ଲାଓସ୍ରେ ରହିଛିୟ ଏଠାରେ “ପ୍ଲେନ୍ ଅଫ୍ ଜାର୍’ ବା ଜାର୍ ସମତଳ ଭୂମିରେ ହଜାର ହଜାର ପଥର ହାଣ୍ଡି ଦୃଷ୍ଟି ଗୋଚର ହୋଇଥାଏୟ ଏହାକୁ କିଏ କାହିଁକି ତିଅ ।ରି କରିଥିଲା ତାହାର ଉତ୍ତର କାହା ପାଖରେ ନାହିଁୟ ସ୍ଥାନୀୟ ଶିୟାଙ୍ଗଖୁୟାଙ୍ଗ୍ ପ୍ରଦେଶରେ ୯୦ରୁ ଅଧିକ ପ୍ରତିଶତ ଅଞ୍ଚଳରେ ଏଭଳି ହାଣ୍ଡି ଦେଖିବାକୁ ମିଳିଥାଏୟ କିଛି ହାଣ୍ଡି ଉପରେ ଘୋଡ଼ଣୀ ମଧ୍ୟ ରହିଛିୟ ଏସବୁର ଉଚ୍ଚତା ୧ରୁ ୩ ମିଟର ମଧ୍ୟରେ ହୋଇଥାଏୟ ଭିଏତ୍ନାମ୍ ଯୁଦ୍ଧ ସମୟରେ ୧୯୬୪ରୁ ୧୯୭୩ ମଧ୍ୟରେ ଅ ।ମେରିକା ବାୟୁସେନା ଏଠାରେ ୨୬ କୋଟିରୁ ଅଧିକ ବୋମାମାଡ଼ କରିଥିଲାୟ ବହୁ ବୋମା ଫୁଟି ପାର ନ ଥିଲାୟ ଏବେ କେତେକ ହାଣ୍ଡିରେ ଅଫୁଟା ବୋମା ଦେଖିବାକୁ ମିଳିଥାଏୟ କେତେକ ହାଣ୍ଡିରୁ ବୋମା ହଟାଯାଇଥିବାବେଳେ ଅନ୍ୟ କିଛିରେ ଏହା ରହିଛିୟ ପ୍ରତ୍ନତତ୍ତ୍ୱବିôଙ୍କ ଅନୁସାରେ ଏହି ପଥର ହାଣ୍ଡିଗୁଡ଼ିକ ଲୌହଯୁଗରେ ର୍ନିମିତ ହୋଇଥିଲାୟ ମାତ୍ର ଅନ୍ୟ କେତେକ ଏହାକୁ ଅନ୍ତିମ ସଂସ୍କାର ସମୟରେ ବ୍ୟବହାର କରାଯାଉଥିବା ମତ ଦେଇଥାନ୍ତିୟ ତକ୍ରାଳୀନ ସମୟରେ ଏଥିରେ ଅସ୍ଥି ରଖାଯାଉଥିଲାୟ ଏହି ରହସ୍ୟମୟ ସ୍ଥାନକୁ ୟୁନେସ୍କୋ ପକ୍ଷରୁ ୨୦୧୯ ଜୁଲାଇରେ ବିଶ୍ୱ ସାଂସ୍କୃତିକ ଅଞ୍ଚଳ ଭାବେ ଘୋଷଣା କରାଯାଇଛିୟ

ପୃଥିବୀରେ ଏଭଳି ବହୁ ରହସ୍ୟ ରହିଛି ଯାହାର ସତ୍ୟ ଉନ୍ମୋଚନ କରିବାକୁ ବୈଜ୍ଞାନିକ ମଧ୍ୟ ଅସମର୍ଥ ରହିଛନ୍ତି। ଏଭଳି ଏକ ରହସ୍ୟ ଲାଓସ୍‌ରେ ରହିଛି। ଏଠାରେ ‘ପ୍ଲେନ୍‌ ଅଫ୍‌ ଜାର୍‌’ ବା ଜାର୍‌ ସମତଳ ଭୂମିରେ ହଜାର ହଜାର ପଥର ହାଣ୍ଡି ଦୃଷ୍ଟି ଗୋଚର ହୋଇଥାଏ। ଏହାକୁ କିଏ କାହିଁକି ତିଆରି କରିଥିଲା ତାହାର ଉତ୍ତର କାହା ପାଖରେ ନାହିଁ। ସ୍ଥାନୀୟ ଶିୟାଙ୍ଗଖୁୟାଙ୍ଗ୍‌ ପ୍ରଦେଶରେ ୯୦ରୁ ଅଧିକ ପ୍ରତିଶତ ଅଞ୍ଚଳରେ ଏଭଳି ହାଣ୍ଡି ଦେଖିବାକୁ ମିଳିଥାଏ। କିଛି ହାଣ୍ଡି ଉପରେ ଘୋଡ଼ଣୀ ମଧ୍ୟ ରହିଛି। ଏସବୁର ଉଚ୍ଚତା ୧ରୁ ୩ ମିଟର ମଧ୍ୟରେ ହୋଇଥାଏ। ଭିଏତ୍‌ନାମ୍‌ ଯୁଦ୍ଧ ସମୟରେ ୧୯୬୪ରୁ ୧୯୭୩ ମଧ୍ୟରେ ଆମେରିକା ବାୟୁସେନା ଏଠାରେ ୨୬ କୋଟିରୁ ଅଧିକ ବୋମାମାଡ଼ କରିଥିଲା। ବହୁ ବୋମା ଫୁଟି ପାର ନ ଥିଲା। ଏବେ କେତେକ ହାଣ୍ଡିରେ ଅଫୁଟା ବୋମା ଦେଖିବାକୁ ମିଳିଥାଏ। କେତେକ ହାଣ୍ଡିରୁ ବୋମା ହଟାଯାଇଥିବାବେଳେ ଅନ୍ୟ କିଛିରେ ଏହା ରହିଛି। ପ୍ରତ୍ନତତ୍ତ୍ୱବିତ୍‌ଙ୍କ ଅନୁସାରେ ଏହି ପଥର ହାଣ୍ଡିଗୁଡ଼ିକ ଲୌହଯୁଗରେ ନିର୍ମିତ ହୋଇଥିଲା। ମାତ୍ର ଅନ୍ୟ କେତେକ ଏହାକୁ ଅନ୍ତିମ ସଂସ୍କାର ସମୟରେ ବ୍ୟବହାର କରାଯାଉଥିବା ମତ ଦେଇଥାନ୍ତି। ତତ୍‌କାଳୀନ ସମୟରେ ଏଥିରେ ଅସ୍ଥି ରଖାଯାଉଥିଲା। ଏହି ରହସ୍ୟମୟ ସ୍ଥାନକୁ ୟୁନେସ୍କୋ ପକ୍ଷରୁ ୨୦୧୯ ଜୁଲାଇରେ ବିଶ୍ୱ ସାଂସ୍କୃତିକ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

Related posts

ଚୀନ ସରକାର ନିର୍ଦ୍ଦେଶରେ ହୋଇଥିଲା ଗଲୱାନ ଆକ୍ରମଣ

mahabharatanews

ଏପ୍ରିଲ ୨ ପର୍ଯ୍ୟନ୍ତ ରାଣା କପୁରଙ୍କ ଇଡି ମିଆଦ ବୃଦ୍ଧି

mahabharatanews

ପୁଣି ଯୋଗୀଙ୍କୁ ହତ୍ୟା ଧମକ

mahabharatanews

Leave a Comment