ଓଡିଶା

ରାଜ୍ୟରେ ଶନିବାର, ରବିବାର ସଟଡାଉନ

(ଭୁବନେଶ୍ୱର) ; କରୋନା ସଂକ୍ରମଣ ବୃଦ୍ଧିକିୁ ଆଖି ଆଗରେ ରଖିି ରାଜ୍ୟ ସରକାର ନାଇଟକର୍ଫ୍ୟୁ ଲଗାଇଥିବା ବେଳେ ଆଜି କୋଭିଡ କଟକଣାକୁ ନେଇ ବଡଘୋଷଣା କଲେ ଏସ୍ ଆର ସି । ରାଜ୍ୟର ସପ୍ତାହନ୍ତ ସଟଡାଉନ ଘୋଷଣା କଲେ ଏସ୍ ଆର ସି । ଶନିବାର , ରବିବାର ସଟଡାଉନ ରହିବ ସମସ୍ତ ରାଜ୍ୟ ।

Related posts

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

mahabharatanews

କଟକ-କେନ୍ଦ୍ରାପଡା ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ସଡ଼କ ଦୁର୍ଘଟଣା

mahabharatanews

ବରୀରୁ ୧୪୬ କୋଲକାତା ଫେରନ୍ତା ଙ୍କ ନମୁନା ସଂଗ୍ରହ କଲା ପ୍ରଶାସନ

mahabharatanews