ଓଡିଶା

କଳା ବଜାରୀ ରୋକିବାକୁ ଓଡ଼ିଶା ପୋଲିସର ରଣନୀତି

ଭୁବନେଶ୍ୱର/ ସରୋଜ ରାଉତ: କଳା ବଜାରୀଙ୍କୁ ସାବଧାନ । କଳା ବଜାରୀ ରୋକିବାକୁ ଓଡ଼ିଶା ପୋଲିସର ରଣନୀତି ପ୍ରସ୍ତୁତ । ଓଡ଼ିଶାରେ ଗଠନ ହେଲା ୨୩ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ରାଜ୍ୟର ବୃଦ୍ଧି ପାଉଥିବା ମେଡ଼ିସିନ, ସାନିଟାଇଜର, ମାସ୍କ ଉପରେ ଚଢ଼ାଉ ହେବ ଜୋରଦର । କେବଳ ଭୁବନେଶ୍ୱର ଓ କଟକ ପାଇଁ ଗଠନ ହୋଇଛି ୭ ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଏସଟିଏଫ, କମିସନରେଟ ପୋଲିସ, କ୍ରାଇମବ୍ରାଞ୍ଚ ଡିଆଇଜି ସୁପର ଭିଜନ କରି ସମସ୍ତ କର୍ୟ୍ୟ । ବଜାରରେ କୋଭିଡ ମେଡ଼ିସିନ କଳାବଜାରୀ ରୋକିବାକୁ ରାଜ୍ୟ ପୋଲିସ କଡା ପଦକ୍ଷେପ ନେଇଥିବା କ୍ରାଇମ ବ୍ରାଞ୍ଚ ଅତିରିକ୍ତ ଡିଜି ସୂଚନା ଦେଇଛନ୍ତି।
୧. ଟ୍ଵିନ ସିଟି ପାଇଁ ୭ ଫ୍ଲାଇଂ ସ୍କ୍ୱାର୍ଡ ଗଠନ କରାଯାଇଛଜି ।
୨. ଅନ୍ୟ ଅଂଚଳ ପାଇଁ ୧୫ ଟି ଚଢ଼ାଉ ଟିମ ଗଠନ କରାଯାଇଛି ।
୩. ଫୋକସରେ ବ୍ରାମହପୁର, ସୁନ୍ଦରଗଡ଼, ରାଉରକେଲା, ବାଲେଶ୍ୱର, ବରଗଡ଼
୪. ସାରା ରାଜ୍ୟ ପାଇଁ ୨୩ ଟି ଚଦ୍ଗୁ ଟିମ ଗଠନ
୫. ମେଡ଼ିସିନ ଷ୍ଟକିଷ୍ଟ , ଯୋଗାଣ , ପ୍ରସ୍ତୁତ କରି କମ୍ପାନୀର ବୈଧ୍ୟତା ନେଇ ହେବା ଯାଞ୍ଚ
୬. ଜିଲା ସ୍ତରରେ ଏସ୍ପି, ଡିଆଇଜି କରିବେ ତଦାରଖ।
୭. ଟ୍ଵିନ ସିଟି ଦାୟିତ୍ୱରେ ରହିବେ ଏସ୍ଟିଏଫ, ଡିଆଇଜି, କ୍ରାଇମବ୍ରାଞ୍ଚ ଆଇଜି, ଡ୍ରଗ କଂଟ୍ରୋଲର ଓ ପୋଲିସ କମିଶନରଙ୍କ ଅଫିସର ବରିଷ୍ଠ ପୋଲିସ ଅଧିକାରୀ ।
୮. ଔଷଧ ବିତରଣ, ବିକ୍ରି ଓ ବୈଧତା ନେଇ ଥିଲେ ନିଆଯିବ କଡା କାର୍ୟ୍ୟାନୁଷ୍ଠାନ
୯. ବାହାର ରାଜ୍ୟରେ ମେଡ଼ିସିନ କଲବଜାର ପରେ ସଜାଗ ହେଲା ରାଜ୍ୟ

Related posts

ଗତ ୨୪ ଘଣ୍ଟାରେ ଦେଶରୁ ୮୦୮୪ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

ସୋମବାର ଦିନ ଏହିସବୁ ନିୟମ ପାଳନ କଲେ, ଦୂର ହେବ ସମସ୍ୟା

mahabharatanews

ଶାନ୍ତିପଡାରେ ଏକ ଆତ୍ମହତ୍ୟା

mahabharatanews