ଭାରତ

ରାହୁଲଙ୍କୁ ରାଜକୁମାର କହିଲେ ମୋଦୀ

(ଦିଲ୍ଲୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେପରି କଂଗ୍ରେସର ରାଜକୁମାର ଆମେଠିି ଛାଡ଼ିଲେ , ସେ ବର୍ତ୍ତମାନ ୱାୟନାଡ ଛାଡିବେ । ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

 ଏପ୍ରିଲ ୨୬ରେ ଯେମିତି ସେଠାରେ ଭୋଟ୍‌ ସମାପ୍ତ ହେବ, ଏହି ରାଜକୁମାରଙ୍କ ଲାଗି ଆଉ ଏକ ସଂରକ୍ଷିତ ଆସନ ଘୋଷଣା କରାଯିବ। ଏହି ଲୋକମାନେ ଯେଉଁ ଦାବି କରନ୍ତୁ, ହେଲେ ସତ୍ୟ ଏହା ଯେ ନିର୍ବାଚନ ଘୋଷଣା କରିବା ପୂର୍ବରୁ କଂଗ୍ରେସ ନେତାମାନେ ପରାଜୟ ସ୍ବୀକାର କରିସାରିଛନ୍ତି। ଏଥିଲାଗି କିଛି ନେତା, ଯିଏ କ୍ରମାଗତ ଭାବେ ଲୋକ ସଭା ଜିତିଥିଲେ ସେମାନେ ରାଜ୍ୟ ସଭା ମାର୍ଗରେ ଯାଇ ଗୃହରେ ପ୍ରବେଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Related posts

୮ ଭାରତୀୟ ନୌସେନାଙ୍କୁ ମୃତ୍ୟୁଦଣ୍ଡ ଦେଲା କତାର  

mahabharatanews

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ହେମନ୍ତ ସୋରେନ

mahabharatanews

Bihar results haven’t stopped the infighting in Lalu’s family.

mahabharatanews