ଓଡିଶା

ଲକଡାଉନ ଖୋଲିବା ପରେ ପରୀକ୍ଷା ହେବ

(ଭୁବନେଶ୍ୱର ): ଟଏଉର ନୂତନ ଗାଇଡଲାଇନ ଆସିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା। ‘ଏହାକୁ ନେଇ ତର୍ଜମା ଚାଲିଛି । ଖୁବଶୀଘ୍ର ଏହାକୁ ନେଇ ଉଚ୍ଚସ୍ତରୀୟ ବୈଠକ କରାଯିବ। ତାପରେ କଣ କରାଯିବ ତାହାକୁ ନେଇ ନିଷ୍ପତି ନିଆଯିବ।’ ସେହିପରି ଓଡିଶାପରିପ୍ରେକ୍ଷୀରେ ଯାହା ଭଲ ହେବ ତାହା ଲାଗୁ କରାଯିବ । ଲକଡାଉନ ଖୋଲିବା ପରେ ପରୀକ୍ଷା ହେବ । ସଙ୍କଟକୁ ସୁଯୋଗରେ ପରିଣତ କରନ୍ତୁ ଛାତ୍ରଛାତ୍ରୀ ବୋଲି ଅରୁଣ କହିଛନ୍ତି।

Related posts

ସନା ହେଲେ ବିଶ୍ୱର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ

mahabharatanews

କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

mahabharatanews

ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର;ଲୋକଙ୍କୁ ଦେଲେ  ବିକାଶର ହିସାବ

mahabharatanews