ଓଡିଶା

ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ପୁରସ୍କୃତ ପରେ ନବୀନଙ୍କ ନୀରବ ବାର୍ତ୍ତା

ଭୁବନେଶ୍ୱର : ମୁଁ ଫିଟ ଅଛି, ଆଉ ଆପଣ ! ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ପୁରସ୍କୃତ ପରେ କଳିଙ୍ଗ ଷ୍ଟାଡିୟମ ଜିମରୁ ନୀରବ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଲଟିମେଟ ଖୋ ଖୋ ଲିଗର ଚାମ୍ପିୟାନ ଓଡ଼ିଶା ଜଗରନଟସ ଟିମର ସମସ୍ତ ଖେଳାଳି ଓ କୋଚ୍‌ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ କଳିଙ୍ଗ ଷ୍ଟାଡିୟମର ଜିମ ପରିଦର୍ଶନ କରିଥିଲେ । ଟ୍ରେଡମିଲ ଉପରୁ ନୀବର ବର୍ତ୍ତା ଦେଇଇଛନ୍ତି ନବୀନ । ୨୦୨୪ ନିର୍ବାଚନ ପାଇଁ ତୟାର ବୋଲି ନବୀନ ପରୋକ୍ଷରେ ବଡ ବାର୍ତ୍ତା ଦେଇଛନ୍ତି ।
ତେବେ ନବୀନଙ୍କ ଶାସନ କାଳରେ ଗତ ୨୦ ବର୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନଠୁ ଆରମ୍ଭ କରି ଭିତ୍ତିଭୂମି କ୍ଷେତ୍ରରେ ଅନେକ ବିକାଶ କରିଛି ଓଡିଶା । ବଢ଼ିଛି ରାଜ୍ୟରେ ରାଜସ୍ୱ । ବଢିଛି ସମ୍ମାନ । ମୁଖ୍ୟମନ୍ତ୍ରୀଙ୍କର କେବଳ ଗୋଟିଏ ଲକ୍ଷ, ମୋ ଓଡିଶା ବାସୀଙ୍କ ସେବା । ଯାହାସେ ଆଗରୁ କରି ଆସୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ ।

Related posts

ପୁର୍ବ ଭଳି ତୃତୀୟ ପର୍ୟ୍ୟାୟ ଲକ୍ ଡାଉନ୍ କୁ ମାନିବାକୁ ପୁରୀ ଜିଲ୍ଲା ବାସୀଙ୍କୁ କହିଛନ୍ତି ଜିଲ୍ଲାପାଳ

mahabharatanews

‘ହୋଲିଡେ ହୋମ୍‌’ର ଶିଳାନ୍ୟାସ କଲେ ରାଷ୍ଟ୍ରପତି

mahabharatanews

୩୧ରେ ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ

mahabharatanews