ଓଡିଶାଖେଳ

ଶ୍ରୀନାଥଙ୍କୁ ଭେଟିବାକୁ ମେ ଫେୟାର ହୋଟେଲ ପହଞ୍ଚିଥିଲେ ଓଡ଼ିଆ ଫ୍ୟାନ୍ସ ଦୀପକ

ଭୁବନେଶ୍ୱର: ଆଜି ଶ୍ରୀନାଥଙ୍କୁ ଭେଟିବାକୁ ମେ ଫେୟାର ହୋଟେଲ ପହଞ୍ଚିଥିଲେ ଓଡ଼ିଆ ଫ୍ୟାନ୍ସ ଦୀପକ ଓଝା । ଆଉ ସାଙ୍ଗରେ ନେଇଥିଲେ ରସଗୋଲା ଓ ଛେନାପୋଡ଼ । ସେହି ଓଡ଼ିଆ ଫ୍ୟାନ୍ସଙ୍କ ହାତରୁ ଗୁଡ଼ ରସଗୁଲା ଓ ଛେନାପୋଡ଼ ନେଲେ ନିଜେ ଜଭଗଲ ଶ୍ରୀନାଥ । ଫ୍ୟାନ୍ସ ଦୀପକଙ୍କ ହାତରେ ଥିଲା ଗିଫ୍ଟ ପ୍ୟାକେଟ । ତେବେ ଦୀପକଙ୍କୁ ପୋଲିସ ଓ କର୍ମଚାରୀ ହୋଟେଲ ଭିତରକୁ ଛାଡି ନ ଥିଲେ । କିନ୍ତୁ ଏ ନେଇ ଶ୍ରୀନାଥ ଖବର ପାଇବା ପରେ ଫ୍ୟାନ୍ସଙ୍କୁ ଭେଟିବାକୁ ହୋଟେଲ ରୁମରୁ ଚାଲି ଚାଲି ହୋଟେଲ ବାହାରକୁ ଆସିଥିଲେ । ଦୀପକଙ୍କୁ ଭେଟି ନିଜେ ତାଙ୍କ ହାତରୁ ଗିପ୍ଟ ପ୍ୟାକେଟ ଗ୍ରହଣ କରିଥିଲେ ।

Related posts

ଶ୍ରମିକଙ୍କ ସାମାଜିକ ସୁରକ୍ଷା ପାଇଁ କଲ୍ୟାଣ ବୋର୍ଡ଼ ଗଠନ

mahabharatanews

ଆଜି ୪୫ଟି ଜାଗାରେ ପୁନଃ ମତଦାନ

mahabharatanews

ଡିସେମ୍ବର ୨୬ରୁ ଜାନୁଆରୀ ୪ ଭିତରକନିକା ବନ୍ଦ

mahabharatanews