ଓଡିଶା

ଶ୍ରୀମନ୍ଦିରର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ ମାରିଛନ୍ତି ପୋଲିସ

ପୁରୀ(ଚିନ୍ମୟୀ ସ୍ୱାଇଁ):-ଶ୍ରୀମନ୍ଦିରରେ ମହିଳା ଶ୍ରଦ୍ଧାଳୁଙ୍କୁ ମାଡ । କାର୍ତ୍ତିକ ବ୍ରତ ପାଳନ ଲାଗି ପୁରୀ ଆସି ବାସେଳିସାହିରେ ରହୁଥିଲେ । ଶ୍ରୀମନ୍ଦିର ପରିସରରେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସର ମାଡ ।ଘଣ୍ଟିଦ୍ୱାର ନିକଟରେ ପୋଲିସ ମାଡ ମାରିଥିବା ଅଭିଯୋଗ । ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଛି, ପୁରୀ ହସ୍ପିଟାଲରେ ଭର୍ତ୍ତି । ପଞ୍ଚୁକରେ ହବିଷ୍ୟାଳୀଙ୍କୁ ମାଡି ମାରିଛନ୍ତି ପୋଲିସ ।

ମହାକାର୍ତ୍ତିକ ଧାର୍ମିକ ମାସ ପଞ୍ଚୁକରେ ଭକ୍ତଙ୍କୁ ଆକ୍ରମଣ କରିଛି ପୋଲିସ । ଶ୍ରୀମନ୍ଦିର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ ମାରିଛନ୍ତି ପୋଲିସ । ଗୁରୁତର ମହିଳା ଭକ୍ତ ଜଣଙ୍କ ବ୍ରହ୍ମପୁର ଅଞ୍ଚଳର ମାଧୁରୀ ଦାସ । ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି

Related posts

ନେତାଜୀଙ୍କ ମିଠା ପ୍ରୀତି

mahabharatanews

ବଜ୍ରପାତରେ ୧୯ଗାଈ ମୃତ୍ୟୁ

mahabharatanews

ଏମକେସିଜି ହେବ କୋଭିଡ ଟେଷ୍ଟ ସେଣ୍ଟର

mahabharatanews