ଓଡିଶା

ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ, ୨ ମାଓବାଦୀ ମୃତ

(ବନବାସୀ ପ୍ରଧାନ/କନ୍ଧମାଳ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ପଞ୍ଚାୟତର ରାମପଦର ନିକଟ ନାକୁଡ ପଡା ଘାଟିରେ ଆଜି ଏସଓଜି ଯବାନ, ଡିଭିଏଫ ଓ ପୋଲିସ ବାହିନୀର ମିଳିତ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଏହି ସମୟରେ ଏଠାରେ ଲୁଚି ରହିଥିବା ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ଏଥିେରେ ଦୁଇ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଗୁଳି ବିନିମୟ ପରେ ବି ଏଠାରେ ସର୍ଚ୍ଚ ଅପରେସନ ଚାଲୁ ରହିଥିଲା । ଏହି ଘଟଣା ପରେ ପୋଲିସ ଡିଜିପି ଯବାନମାନଙ୍କୁ ଧନ୍ୟବାଦ ଦେବା ସହ ମାଓବାଦୀମାନଙ୍କୁ ଅସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଟୁଇଟ୍ କରି ନିବେଦନ କରିଛନ୍ତି ।

Related posts

ଆହୁରି ୫ ଦିନ ବର୍ଷିବ

mahabharatanews

ପାରାଦ୍ୱୀପରେ ରାଜ୍ୟସ୍ତରୀୟ ନାଟକ ଉତ୍ସବ “ରଙ୍ଗ ସଙ୍ଗମ-୨୦୨୦”

mahabharatanews

ବସ୍ତା ବ୍ଲକରେ ସୁରଭି କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଅଭିଯାନ

mahabharatanews