Uncategorized

ସାହିନବାଗ ପ୍ରଦର୍ଶନ ହଟାଇବାକୁ ସୁପ୍ରିମ କୋର୍ଟରେ ଯାଚିକା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରାୟ ୨ ମାସ ଧରି ସାହିନ ବାଗରେ ଚାଲିଥିବା ପ୍ରଦର୍ଶନ ମାମଲା ଏବେ ସୁପ୍ରିମ କୋର୍ଟରେ ପହଞ୍ôଚଛି । ବିଜେପି ନେତା ସୁପ୍ରିମ କୋର୍ଟରେ ସାହିନ ବାଗ ପ୍ରଦର୍ଶନକାରୀଙ୍କୁ ହଟାଇବାକୁ ତକ୍ରାଳ ଶୁଣାଣି କରିବାକୁ ଅପିଲ କରିଛନ୍ତି । ଏହି ମାମଲାରେ ବିଜେପି ନେତାଙ୍କୁ ଶୁଣାଣି ତାରିଖ ଜାଣିବାକୁ ମଙ୍ଗଳବାର ଦିନ କୋର୍ଟ ସମ୍ବନ୍ଧ ଅଧିକାରୀଙ୍କ ନିକଟକୁ ଯିବାକୁ କହିଛନ୍ତି ।
ବିଜେପି ନେତା ନନ୍ଦ କିଶୋର ଗର୍ଗ କୋର୍ଟଙ୍କୁ ଜଣାଇଥିଲେ କି, ଦିଲ୍ଲୀ ଓ ନୋଏଡାକୁ ସଂଯୋଗ କରୁଥିବା ସାହିନ ବାଗ ମାର୍ଗରେ ସିଏଏକୁ ବିରୋଧ କରି ହୋଇଥିବା ପ୍ରଦର୍ଶନରେ ଲୋକଙ୍କୁ ସମସ୍ୟା ହେଉଥିବା ଜଣାଇବା ସହ ଉକ୍ତ ରାସ୍ତା ଖାଲି କରିବାକୁ ନିର୍ଦ୍ଦେଶ ଦେବାକୁ ସେ କୋର୍ଟଙ୍କୁ ଅପିଲ କରିଛନ୍ତି ।ଯାଚିକାରେ ଦର୍ଶ।।ଯାଇଥିଲା, ପ୍ରଦର୍ଶନ କାରଣରୁ କୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତିରେ ସମସ୍ୟା ସୃଷ୍ଟି ହୋଇଛି । ପିଲାଙ୍କ ଏହି ଯାଚିକା ଉପରେ ତୁରନ୍ତ ଶୁଣାଣି କରିବାକୁ ହାଇକେ।।ର୍ଟ ଦିଲ୍ଲୀ ପୁଳିସକୁ ନିର୍ଦ୍ଦେଶ ଦେଇଥିଲେ କି କାଳନ୍ଦି କୁଞ୍ଜ ଶାହିନ ବାଗ ର ରାସ୍ତା ବନ୍ଦ ରହିଛି । ପୁଲିସ ଏହା ଉପରେ ଧ୍ୟାନ ଦେଇ ପଦକ୍ଷେପ ନେଉ, ଯେପରି ଛାତ୍ରଙ୍କୁ କୌଣସି ସମସ୍ୟା ନ ହୁଏ ।

Related posts

ତୁମ ଅନୁପସ୍ଥିତିକୁ ପୂରଣ କରିଛି କଣ୍ଢେଇ

mahabharatanews

ଉନ୍ନାଓ ପୀଡିତା ପିତାଙ୍କୁ ହତ୍ୟା ମାମଲା

mahabharatanews

ସୀରମ୍ ଇନଷ୍ଟିଚ୍ୟୁଟ୍‌ର ସିଇଓଙ୍କୁ ସମନ

mahabharatanews