Uncategorized

ହଂକଂକୁ ଆସନ୍ତା ୭ରୁ ଏୟାର ଇଣ୍ଡିଆ ବିମାନ ବାତିଲ

ନୂଆଦିଲ୍ଲୀ: କରୋନା ଭୂତାଣୁର ଭୟଙ୍କର ସଂକ୍ରମଣକୁ ନେଇ ଫେବୃଆରୀ ୭ରେ ଏୟାର ଇଣ୍ଡିଆର ଏଆଇ୩୧୪ ବିମାନର ହଂକଂ ଉଡାଣ ପରେ ତାର ଉଡାଣ ରଦ୍ଦ କରିବାକୁ ଯାଉଛି । ଏହା ପୂର୍ବରୁ ଇଣ୍ଡିଗୋ ଏୟାର ଲାଇନସ୍ କୋଲକାତାରୁ ଗୁଆଙ୍ଗଝୁରୁ ଫେବୃଆରୀ ୬ରୁ ଫେବୃଆରୀ ୨୭ ମଧ୍ୟରେ ତାର ସମସ୍ତ ଉଡାଣ ବାତିଲ କରି ଦେଇଛନ୍ତି ।
ଚୀନର ବୁହାନ ସହରରେ ସୃଷ୍ଟି ହୋଇଥିବା ଏହି କରୋନା ଭୂତାଣୁ ଡିସେମ୍ବର ମଧ୍ୟରେ ବିଶ୍ୱର ବିଭିନ୍ନ ସହରକୁ ବ୍ୟାପି ଯାଇଥିଲା । ବର୍ତ୍ତମାନ କରୋନାରେ ଚୀନରେ ୨୦ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୪୨୫ ଜଣ ମୃତ୍ୟୁବରଣ କଲେଣି ।

Related posts

ଘରେ ପ୍ରସ୍ତୁତ କରନ୍ତୁ ମଟନ କିମା ବିରିୟାନୀ

mahabharatanews

୫୦୦ ଏବଂ ୨୦୦୦ ଟଙ୍କିଆ ନୋଟରେ ଭର୍ତ୍ତି ରେଳ ଧାରଣା

mahabharatanews

ନାବାଳିକା ବଳାତ୍କାର: ତଦନ୍ତ ଚଳାଇଛି ପୁଲିସ

mahabharatanews