Uncategorized

ରିଚାର୍ଡ ଡକିନ୍ସ ୨୦୨୦ ବିଜୟୀ ଜାଭେଦ ଅଖତରଙ୍କୁ ଆଶୁତୋଷ ଗ୍ୱାରିକରଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଆଶୁତୋଷ ଗ୍ୱାରିକର ବିଶିଷ୍ଠ କବି, ସଂଗୀତ ରଚୟିତା ଜାଭେଦ ଅଖତର ସମ୍ମାନଜନକ ରିଚାର୍ଡ ଡକିନ୍ସ ୨୦୨୦ ହାସଲ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଶୁତୋଷ ଉଲ୍ଲେଖ କରିଛନ୍ତି, ‘ସମୀକ୍ଷକ ଚିନ୍ତା, ମାନବୀୟ ମୂଲ୍ୟବୋଧ ଓ ମାନବିକ ବିକାଶ କ୍ଷେତ୍ରରେ କାର୍ଯ୍ୟ ତଥା ଧାର୍ମିକ ତତ୍ପରତା ଯାଞ୍ଚ ଶ୍ରେଣୀରେ ରିଚାର୍ଡ ଡକିନ୍ସ ପୁରସ୍କାର ୨୦୨୦ ହାସଲ କରିଥିବାରୁ ଅଭିନନ୍ଦନ ଅ ଜ।।ଭେଦଅଖତର ସାବ ।
ଏହି ସମ୍ମାନଜନକ ପୁରସ୍କାର ହାସଲ କ୍ଷେତ୍ରରେ ଅଖତର ହେଉଛନ୍ତି ପ୍ରଥମ ଭାରତୀୟ । ଏହି ସମ୍ମାନା ୨୦୦୩ ମସିହାରୁ ପ୍ରଦାନ କରାଯାଇ ଆସୁଛି । ଏହି ସମ୍ମାନ ବ୍ୟତୀର ଏହି ବୟୋଜ୍ୟେଷ୍ଠ ସଂଗୀତ ରଚୟିତା ତଥା ସଂଳାପ ଲେଖକଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ସହ ୫ଟି ଜାତୀୟ ପୁରସ୍କାର ହାସଲ କରିଛନ୍ତି।

Related posts

ତାଲିବାନ ଭାରତ ସହ ବ୍ୟବସାୟିକ ଓ ଆର୍ଥନୀତିକ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛି

mahabharatanews

ଚୀନରୁ ଝାଡଖଣ୍ଡ ଫେରିଥିବା ୪ ଜଣଙ୍କ ରକ୍ତ ନମୂନା ନେଗେଟିଭ

mahabharatanews

ପାକ୍ ଅସ୍ତ୍ରବିରତି ଉଲଙ୍ଘନର ଭାରତ ଦେଲା କଡା ଜବାବ

mahabharatanews