ଓଡିଶା

ହିଂଜିଳି ବ୍ଲକ ଚାଉଳ କଳ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

(ହିଞ୍ଜିଳିକାଟୁ / ରଜନୀକାନ୍ତ ପତ୍ର): ହିଂଜିଳି ବ୍ଲକ ଚାଉଳ କଳ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ୭୨ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଏହି ରାଶି ଆଜି ହିଞ୍ଜିଳିକାଟୁ ବ୍ଳକ କାର୍ୟ୍ୟାଳୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଛି। ହିଞ୍ଜିଳିକାଟୁ ବ୍ଲକ ଚାଉଳ କଳ ସଂଘ ସଭାପତି ବିଜୟ କୁମାର ପାଢ଼ୀଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ମାନେ ଏହି ରାଶି ଯୋଗଡ କରିବାରେ ସହାୟତା କରିଥିଲେ ।

Related posts

ସଟଡାଉନରେ ଚାଲୁରହିବ ବସ୍

mahabharatanews

ଅକ୍ଷୟଙ୍କ ଜନ୍ମ ମାଟିରେ ଜନ୍ମ ଜୟନ୍ତୀ ପାଳନ

mahabharatanews

 ଭୁବନେଶ୍ବରରେ ଜେପି ନଡ୍ଡାଙ୍କ ରୋଡ୍‌ ସୋ’ 

mahabharatanews