ଓଡିଶା

ହୀରାକୁଦର ଆଉ ୪ ଗେଟ ଖୋଲିଲା

ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ବର୍ତ୍ତମାନ ୯ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଗେଟ୍ ଖୋଲାଯାଇଛି । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ୧ ଲକ୍ଷ ୭୦ ହଜାର ୨୫୧ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୬୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୯.୦୮ ଫୁଟ୍ ରହିଛି ।

Related posts

ହାତୀ ଉପଦ୍ରଵ : ସ୍କୁଲ ଆସୁନାହାନ୍ତି ଛାତ୍ରଛାତ୍ରୀ 

mahabharatanews

ଦେଶରେ ୭୪୨୪୧୭ ଜଣ କରୋନାରେ ଆକ୍ରାନ୍ତ

mahabharatanews

ଘରର ବାଲକୋନିକୁ ଆସି ‘ବାବୁସାନ’ କହିଲେ ‘ଠିକ ସମୟରେ ଠିକ କଥା କହିବି’

mahabharatanews