ଓଡିଶା

ହାତୀ ଉପଦ୍ରଵ : ସ୍କୁଲ ଆସୁନାହାନ୍ତି ଛାତ୍ରଛାତ୍ରୀ 

(ସମ୍ବଲପୁର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକର ଖଇରଟାର ଗାଁ ରୁ । ବର୍ଷ ତମାମ ହାତୀ ସମସ୍ୟା ଲାଗି ରହିଥିବାରୁ ଭୟରେ ସ୍କୁଲ୍ ଯାଉନାହାଁନ୍ତି ଛାତ୍ରଛାତ୍ରୀ । ଜୁନ୍ ୨୧ରେ ବୁଢିଖମା ଗାଁର ହାତୀ ଆକ୍ରମଣରେ ଜଣଙ୍କ ଜୀବନହାନି ହେବା ପରଠାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ ।

ସୂଚନାନୁଯାୟୀ , ଖଇରଟାପ ଗାଁର ୧୭ଜଣ ପିଲା ଯାଇପାରୁନାହାଁନ୍ତି ସ୍କୁଲ୍ । ତିନି ମେଡିକାଲ କଲେଜର ଅଗ୍ନିସୁରକ୍ଷା ପାଇଁ ୪୫ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ଶେଷରେ ଉପାୟଶୂନ୍ୟ ହୋଇ ପ୍ରଶାସନ ଉପରେ ଭରଷା କରିଛନ୍ତି । ଦୂରରେ ଥିବା ସ୍କୁଲକୁ ଯିବାବେଳେ ହାତୀ ଆକ୍ରମଣ କରିବା ଭୟରେ ପିଲାଙ୍କ ପାଠ ପଢା ବନ୍ଦ ହେଲାଣି ।

Related posts

ରାଜଧାନୀରୁ ଆଉ ୧୭ କରୋନା ସଂକ୍ରମିତ

mahabharatanews

ଓଡ଼ିଶା ଠିକାଦାର ମହାସଂଘର କାର୍ଯ୍ୟାଳୟ ଉଦଘାଟିତ

mahabharatanews

୧୧ରେ ତୃତୀୟ ଛେନାପୋଡ଼ ଦିବସ

mahabharatanews