Uncategorized

ହୋଲି ପୂର୍ବରୁ ହାପୁରରେ ୧୪୪ ଧାରା ଜାରି

(ହାପୁର): ପର୍ବପର୍ବାଣି ଋତୁରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଉତ୍ତରପ୍ରଦେଶ ହାପୁରରେ ଧାରା ୧୪୪ ଲାଗୁ କରାଯାଇଛି । ବୁଧବାର ଭାରତୀୟ ପିଙ୍ଗଳ କୋର୍ଡ ଅନୁଯାୟୀ, ଏପ୍ରିଲ ୧୦ ପର୍ଯ୍ୟନ୍ତ ସହରରେ ସ୍ଥାନୀୟ ପୋଲିସ ଧାରା ୧୪୪ ଲାଗୁ କରିଛି । ସ୍ଥାନୀୟ ଲୋକେ କୌଣସି ଗଣ୍ଡଗୋଳ ସୃଷ୍ଟି କନ କରି ହୋଲି, ରାମନବମୀ, ମହର୍ଷି କାଶ୍ୟପ ଓ ମହାରଜା ନିଶଦ ରାଜଙ୍କ ଜୟନ୍ତୀ ଏବଂ ଗୁଡ ଫ୍ରାଇଡେ ପାଳନ କରିପାରିବେ ବୋଲି ପୋଲିସ ଅପିଲ କରିଛି । ଏଥିସହ ସୋସିଆଲ ମିଡିଆରେ କୌଣସି ଗୁଜବ ସୃଷ୍ଟି ନକରିବାକୁ ପୋଲିସ ପକ୍ଷରୁ ସହରବାସୀଙ୍କୁ ଚେତାବନୀ ଦିଆଯାଇଛି ।

Related posts

ସାମ୍ନାକୁ ଆସିଲେ କିମ ଜୋଙ୍ଗ: ଏକ କମ୍ପାନୀର ଉଦ୍ଘାଟନୀ ଉତ୍ସବରେ ସାମିଲ

mahabharatanews

ବିିଶ୍ୱରେ କୋରନା ଆକ୍ରନ୍ତଙ୍କ ସଂଖ୍ୟା ୧୮.୫ ଲକ୍ଷ ଟପିଲା

mahabharatanews

ନବାଗତାଙ୍କୁ ଯୌନକର୍ମୀଙ୍କ ପରି ବ୍ୟବହାର କରନ୍ତି ଅନୁରାଗ: କଙ୍ଗନା

mahabharatanews