(ସୁନ୍ଦର ପାଣି/କୋରାପୁଟ): କରୋନା ଭାଇରସ ପାଇଁ ଏବେ ସାରା ବିଶ୍ୱ ଆତଙ୍କିତ । ଏହି ଘଡିସନ୍ଧି ମୁହୁର୍ତ୍ତରେ ଯୋଦ୍ଧା ସାଜିଛନ୍ତି ପୁଲିସ, ଡାକ୍ତର,ନର୍ସ ଓ ସଫେଇ କର୍ମଚାରୀମାନେ । ଏମୋନେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କୁ କିପରି ଏହି ମହାମରିରୁ ରକ୍ଷା କରୁଛନ୍ତି ।
ଆଜି ଏନେଇ କୋରାପୁଟ ଜିଲ୍ଲା ବିଜେଡ ଯୁବ ମଞ୍ଚ ତରଫରୁ ୬୦ ଜଣ ସଫେଇ କର୍ମଚାରୀଙ୍କୁ ସମ୍ବର୍ନ୍ଧନା କରାଯାଇଛି । ଏହି ପରିପ୍ରେକ୍ଷିରେ ଜିଲ୍ଲା ବେଜେଡି ଯୁବ ସଭାପତି ଅମିତ ଅଗ୍ରୱାଲ, ଜିଲ୍ଲା ଯୁବ ସମ୍ପାଦକ ଭରତ ମଲ୍ଲୀକ, ସମାଜସେବୀ ଓ ଯୁବ ବିଜେଡି କର୍ମୀମାନେ ଉପସ୍ଥିତ ରହି କୋଭିଡ ୧୯ ରୁ କିପରି ରକ୍ଷା ପାିପାରିବେ ସେନେଇ ସମସ୍ତଙ୍କୁ ସଚେତନ କରିଥିଲେ ।
କୋରାପୁଟ ଜିଲ୍ଲା ସୁନାବେଡା ପୌର ପରିଶୋଦ ଅନ୍ତର୍ଗତ ସ୍ଥାନୀୟ ସେମିଳିଗୁଡା ଗ୍ୟାଲେକ୍ଷୀ ଚଳଚିତ୍ର ହଲ ସମ୍ମୁଖରେ ସୁନାବେଡା ପୌର ପରିଶୋଦ ଅଧୀନରେ କାର୍ୟ୍ୟ ରଥ ଥିବା ସଫେଇ କର୍ମଚାରୀଙ୍କୁ କୋରାପୁଟ ଜିଲ୍ଲା ବି ଡି ଯୁବ ମଞ୍ଚ ତୋରଫରୁ କବିଡ଼ ୨୦୧୯ ମହା ମାରି ଭୁତାଣୁ କୁ ନିକଟ ତର ନ ହେବା ପାଇଁ ନିଜର ଜୀବନକୁ ବାଜି ଲଗାଇ ସହରାଞ୍ଚଳକୁ ବିଶୁଦ୍ଧ ରେ ପରିଣତ କରୁଥିବା ୬୦ ଜଣ ସୋଫାଇ କର୍ମଚାରୀଙ୍କୁ କୋରାପୁଟ ଜିଲ୍ଲା ବ ଯେ ଡି ଯୁବ ସଭାପତି ଅମିତ ଅଗ୍ରୱାଲ,ଜିଲ୍ଲା ଯୁବ ସମ୍ପାଦକ ଭରତ ମଲ୍ଲିକ, ସମାଜ ସେବୀ, ଓ ଯୁବ ବିଜେଡ଼ି କର୍ମୀ ମାନେ କହିବା ଅନୁ ଯାଇ ସାରା ବିଶ କରନା ରେ ସହି ରହି ଥିବା ବେଳେ ସୋଫାଇ କର୍ମଚାରୀ ମାନେ ଜାଗୃତି ଅବସ୍ଥାରେ ରହି ଆମ ମାନଙ୍କ ଜୀବନର ବଞ୍ଚି ବାର ଆଲୋକ ଦେଖାଇ ବା ସହ ଅଞ୍ଚଳ ବାସୀଙ୍କୁ ସାନିଟଇଯେ଼ସନ ଉପରେ ସଚେତନ ମଧ୍ୟ କରୁଛନ୍ତି, ବି ଯେ ଡି ଯୁବ କର୍ମୀ ମାନଙ୍କୁ ତରଫ ରୁ ଏହି କର୍ମ ଚାରି ମାନଙ୍କୁ ଚନ୍ଦନ, ତିଳକ, ମାସ୍କ, ଖାଦ୍ୟ ଜିନିଶ, ବିସ୍କୁଟ, ସାନିଟଜେଶନ, ସାବୁନ, ଦେବା ସହ ଗୋଳରେ ଫୁଲମାଳ ଦେଇ ସାମାଜିକ ଦୁରତା ଅବଲମ୍ବନ ସହ ଭବ୍ୟ ସମ୍ପର୍ଦ୍ଧନା ମଧ୍ୟ କରିଥିଲେ, ଏବଂ କହିଥିଲେ ସେମାନଂକ ପରିଶ୍ରମ ର ମୂଲ୍ୟାଙ୍କନ କରିହେବନି କି, ଦେଇ ହେବନି, ତାଙ୍କରି ସେବାରେ ଆମେ ସୁରକ୍ଷିତ, ସେମାନଙ୍କ ମନ ବଳକୁ ଦୃଢ କରିଥିବା ଦେଖିବାକୁ ମିଳିଥିଲା, ଏ ପରି ସେବାରେ ନିୟୋଜିତ କରିଥିବା ଯୁବ କର୍ମୀ ମାନଙ୍କୁ ଅଞ୍ଚଳ ବାସି ପ୍ରଶଂସା କରିଥିବା ଦେଖି ବାକୁମିଳିଛି, ଦେଶ ସ୍ୱାଦିନ ପାଇ ଦୀର୍ଘ ୭୦ ବର୍ଷ ପରେ ତଳ ପାହ୍ୟା ସଫାଇ କର୍ମ ଚରି ୬୦ ଜଣଙ୍କୁ ଭବ୍ୟ ସମ୍ପର୍ଦ୍ଧନା ଏହି ଅଞ୍ଚଳରେ ଚକିତ କରିଥିଲା, ଏହା ଏଇ ଅଞ୍ଚଳପାଇ ପ୍ରସମସାର ପତ୍ର ହାଇଥିଲା, କରନା ଭୁତାଣୁ ସୋକ୍ରମଣକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଲୋକ ଡାଉନ କୁ ଅଞ୍ଚଳବାସୀ କଡାକଡି ପାଳନ କରୁଥିବା ଦେଖା ଦେଇଛି,ରିପୋର୍ଟ ସୁନ୍ଦର କୁମାର ପାଣି।
