(ପାଟଣା/ବିଜୟ କାରୁଆ): ସାହାରପଡା ବ୍ଲକ ଅନ୍ତର୍ଗତ ଦୁଇଟି ପଞ୍ଚାୟତରେ ୧୯ ତାରିଖ ଦିନ ଦୁଇଟି ସଙ୍ଗରୋଧ କେନ୍ଦ୍ରରୁ ୩ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ପରିପ୍ରେକ୍ଷିରେ ମାଛଗଡ଼ ପଂଚାୟତ ସଂଙ୍ଗରୋଧ କେନ୍ଦ୍ରରୁ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସରପଞ୍ଚ ଈଶ୍ୱର ଚନ୍ଦ୍ର ନାଏକ ଶୁକ୍ରବାର ମଧ୍ୟରାତ୍ରୀ ରୁ ସୋମବାର ପର୍ୟ୍ୟନ୍ତ ୭୨ଘଣ୍ଟା ଯାଏ ସଟଡାଉନ ଘୋଷଣା କରିଛନ୍ତି। ଏଥି ସହିତ ସଙ୍ଗରୋଧ କେନ୍ଦ୍ରକୁ ସଂପୂର୍ଣ୍ଣ ବିଶୋଧନ କରାଯାଇ ଥିଲା ।
previous post
next post