ଓଡିଶା

ଡିଆଇଜିଙ୍କ ଦିନିକିଆ ଗସ୍ତ

(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ଗଞ୍ଜାମଜିଲ୍ଲା ରେ ହୁ ହୁ ହୋଇ କୋରନା ର ଆନ୍ତଙ୍କ ସୃଷ୍ଟି କରିବାରେ ଲାଗିଥିବା ବେଳେ ଆଜି ଗଞ୍ଜାମଜିଲ୍ଲା ବ୍ରହ୍ମପୁର ସ୍ଥିତ ଯାଞ୍ଚ କରିବା ପାଇଁ ଦକ୍ଷିଣାଞ୍ଚଳ ପୋଲିସ ଡ଼ିଆଇଜି ସତ୍ୟବ୍ରତ ଭୋଇ ଗୁରୁବାର ଦିନ ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟର ପରିଦର୍ଶନ କରିଛନ୍ତି। ସେଠାରେ ସେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଫେରନ୍ତା ପ୍ରବାସୀ ତଥା କ୍ୱାରାଣ୍ଟାଇନ ସେଣ୍ଟରର ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ସେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କୁ ସହଯୋଗ କରିବାକୁ ଅନ୍ତେବାସୀଙ୍କୁ ଡ଼ିଆଇଜି ପରାମର୍ଶ ଦେଇଥିବା ସୂଚନା ମିଳିଛି।

Related posts

୧୪ରେ ଓଡ଼ିଶା ଆସିବେ। CJI ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

mahabharatanews

ଧାରା ୧୪୪କୁ ବେଖାତିର କରି ବେଧଡ଼କ ଚାଲିଛି ବାଲି ଉଠାଣ

mahabharatanews

ଆଜି ତିହିଡିରେ ୮ ଘଣ୍ଟା ବନ୍ଦ ପାଳନ 

mahabharatanews